banner
Breaking
Browsing Category

ରାଜ୍ୟ

ବାଲେଶ୍ବରରୁ ଆଉ ଦୁଇ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୮୯ରେ ପହଞ୍ଚିଲା।

ଭୁବନେଶ୍ୱର, ୨୩।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ଓ ୩୬ ବର୍ଷର ପୁରୁଷ ଅଛନ୍ତି। ଉଭୟ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ…
Read More...

ଆସ ପଢିବା, ଲଢିବା,ବଢିବା, ଶ୍ରେଷ୍ଠ ହେବା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ଓଡ଼ିଆ ନ୍ୟୁଜ): ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ…
Read More...

ଅତିରିକ୍ତ ତହସିଲଦାର ନୀଳମ୍ବିତ।

ଭଦ୍ରକ,୨୩/୪(ଓଡ଼ିଆ ନ୍ୟୁଜ) କରୋନା ସମୟରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଭଦ୍ରକ ଜିଲା ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳଙ୍କୁ ଗୁରୁବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନିଲମ୍ବିତ କରିଛନ୍ତି। ଏନେଇ ଭଦ୍ରକ ଜିଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
Read More...

କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ।

ମାଲକାନଗିରି, ୨୩ା୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି…
Read More...

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ଓ ପବନ ବହିବ।

ଭୁବନେଶ୍ବର,୨୩/୪(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ଥିବାବେଳେ ୨୪ରୁ ୨୬ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି।…
Read More...

ବାହାର ରାଜ୍ୟରୁ ଫେରିବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ଇତିମଧ୍ୟରେ ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତତ୍‌ଜନିତ ସଂକ୍ରମଣ ରହିଥିଲା। ସେହିଭଳି ତୃତୀୟ…
Read More...

ମିଳିଲା ଆକ୍ରାନ୍ତଙ୍କ ତଥ୍ୟ।

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ…
Read More...

ସରପଞ୍ଚଙ୍କୁ କରୋନା ମନ୍ତ୍ର ଦେଲେ ନବୀନ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା,…
Read More...

ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ପଦକ୍ଷେପ।ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।କରୋନା ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ…
Read More...

କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକ। ଖାଲି ଖବର ନୁହେଁ ଲୋକଙ୍କ ପେଟ ଚିହ୍ନନ୍ତି।

ଭୁବନେଶ୍ୱର,୨୨/୪(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ତାଣ୍ଡବଲୀଳା ରଚିଛି।ଏହାର ମୁକାବିଲା କରିବା ପାଇଁ ଯାହା ପଦକ୍ଷେପ ନିଆଯାଇଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛି ସାମ୍ବାଦିକ। ସରକାରଙ୍କ ସମସ୍ତ ରଣକୌଶଳ ଓ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପୁଙ୍ଖାନୁପୁଙ୍ଖ ବଖଣିଛି ନିଜ ଜୀବନକୁ ବାଜି…
Read More...