banner
Breaking

ଅତିରିକ୍ତ ତହସିଲଦାର ନୀଳମ୍ବିତ।

0

ଭଦ୍ରକ,୨୩/୪(ଓଡ଼ିଆ ନ୍ୟୁଜ) କରୋନା ସମୟରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଭଦ୍ରକ ଜିଲା ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳଙ୍କୁ ଗୁରୁବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନିଲମ୍ବିତ କରିଛନ୍ତି। ଏନେଇ ଭଦ୍ରକ ଜିଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.