Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ଆଜି ୬ ପଜିଟିଭ ପଶ୍ଚିମବଙ୍ଗ ଲିଙ୍କ। ୧୨୫ କୁ ବୃଦ୍ଧି
ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଆଉ ୬ ଜଣ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଲିଙ୍କ ବୋଲି ଜଣାପଡିଛି। ବୁଧବାର ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି। ଏହି ୩ ଜଣ ନିକଟରେ କଲକାତାରୁ ଫେରିଥିଲେ ବୋଲି…
Read More...
Read More...
ଭୁବନେଶ୍ୱରକୁ ପୁଣି ପଞ୍ଝା ବଢାଇଲା କରୋନା।
ଭୁବନେଶ୍ଵର,୨୯/୪(ଓଡ଼ିଆ ନ୍ୟୁଜ) : ୧୪ ଦିନର ନିରବତା ପରେ ପୁଣିଥରେ ଭୁବନେଶ୍ଵରକୁ ପଞ୍ଝା ବଢାଇଛି କରୋନା ଭାଇରସ । ଆଜି ସକାଳେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି । ରାଜ୍ୟ…
Read More...
Read More...
ବାହାର ରାଜ୍ୟ ଫେରନ୍ତା ଓଡିଆଙ୍କ ପାଇଁ ସରକାରୀ ଖର୍ଚ୍ଚ ଜାଣନ୍ତୁ।
ଭୁବନେଶ୍ଵର,୨୮/୪ (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ଯୋଗୁ ଦେଶରେ ଲକଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ପ୍ରାୟ ୫ ଲକ୍ଷ ଶ୍ରମିକ ଫେରିବା ନେଇ ସରକାର ଆକଳନ କରୁଥିବାବେଳେ ଏହି ସଂଖ୍ୟା ୧୦ ଲକ୍ଷ ହେବ ବୋଲି କୁହାଯାଉଛି। ତେବେ ଶ୍ରମିକମାନେ ଫେରିବା ପରେ…
Read More...
Read More...
ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ।
ଭୁବନେଶ୍ୱର,୨୮।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଜଣଙ୍କ ଭୁବନେଶ୍ୱରର। ନମୂନା ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ୩୮ଜଣ…
Read More...
Read More...
ପୁଣି ୭ ପଜିଟିଭ୍ ବାହାରିଲେ।
ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡ଼ ଓ ୩ଜଣ ଭଦ୍ରକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୧୮କୁ ବୃଦ୍ଧିପାଇଛି ।
Read More...
Read More...
ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ।
ଭୁବନେଶ୍ଵର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ…
Read More...
Read More...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ।
ଭୁବନେଶ୍ବର ,୨୭/୪(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା ବଢି ବଢି ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଲିଙ୍କ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ସେ ଦୃଷ୍ଟିରୁ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଆଉ ଏକ ବଡ଼ ପଦକ୍ଷେପ । ବିଭିନ୍ନ ଦାୟିତ୍ବ ତୁଲାଇବା ପାଇଁ ୧୫ଜଣ ଆଇଏଏସ୍…
Read More...
Read More...
ଓଡିଶା ହାଇକୋର୍ଟର ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ।
ଭୁବନେଶ୍ଵର,୨୭/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶା ହାଇକୋର୍ଟର ୩୧ ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥ ଗ୍ରହଣ କରିଛନ୍ତି। ସୋମବାର ଓଡ଼ିଶା ଲୋକସେବା ଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ ରଫିକଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି।…
Read More...
Read More...
ବାଲେଶ୍ବରରୁ ଆଉ ୫ ପଜିଟିଭ୍।ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୦୮ ଛୁଇଁଲା।
ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଜଣାପଡ଼ିଛି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି କି ପଶ୍ଚିମବଙ୍ଗ…
Read More...
Read More...
ରାଜ୍ୟରେ ତିନିଅଙ୍କ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା।
ଭୁବନେଶ୍ଵର ,୨୫/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ନେଇ ଓଡିଶା ତିନିଅଙ୍କ ଛୁଇଁଛି୍। ସେଥିମଧ୍ୟରୁ ଜଣେ ଯାଜପୁରରୁ ୩ ଜଣ ସୁନ୍ଦରଗଡରୁ। ସୁନ୍ଦରଗଡ ଜିଲାର ରାଉରକେଲାରୁ ଚିହ୍ନଟ ହୋଇଥିବା ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ…
Read More...
Read More...