banner
Breaking

ପୁଣି ୭ ପଜିଟିଭ୍ ବାହାରିଲେ।

0

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡ଼ ଓ ୩ଜଣ ଭଦ୍ରକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୧୮କୁ ବୃଦ୍ଧିପାଇଛି ।

Khansweb Solution Bhubaneswar

Leave A Reply

Your email address will not be published.