Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ସରପଞ୍ଚ କଲେ ୭ ଦିନ ଲକଡାଉନ୍। ଆରମ୍ଭ ହେଲା ଜିଲ୍ଲାପାଳ ପାଓ୍ବାର।
ଭୁବନେଶ୍ବର, ୧୦/୫(ଓଡ଼ିଆ ନ୍ୟୁଜ): ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲାପାଳଙ୍କ ପରି କ୍ଷମତା ଦେଇଛନ୍ତି । ନିଜ ପଞ୍ଚାୟତରେ ସରପଞ୍ଜ ଜିଲାପାଳଙ୍କ ପରି କ୍ଷମତା ଉପଭୋଗ କରିବେ ଓ ଅନୁରୂପ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲାରେ ଦୁଇଜଣ ସରପଞ୍ଚ ନିଜ ପଞ୍ଚାୟତରେ…
Read More...
Read More...
ମାତୃ ଦିବସରେ ମୁଖ୍ୟମନ୍ତ୍ରୀଙ ଆହ୍ୱାନ କଣ ଜାଣନ୍ତୁ।
ଭୁବନେଶ୍ୱର ,୧୦/୫(ଓଡ଼ିଆ ନ୍ୟୁଜ): ଆଜି ମାତୃଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ ମା’ର ନିଃସର୍ତ୍ତ ସ୍ନେହ, ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଏବଂ ତ୍ୟାଗ ବଳରେ ଆମେ ସମସ୍ତେ ଆଜି ଛିଡ଼ା ହୋଇଛେ। ରାଜ୍ୟରେ ନିରାପଦ ମାତୃତ୍ୱକୁ…
Read More...
Read More...
ଆଜି ଗୋଟିଏ ସର୍ବାଧିକ ୮୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୩୭୭ କୁ ବୃଦ୍ଧି।
ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ପଞ୍ଝା ମାରୁଛି। ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ
ସଂକ୍ରମିତଙ୍କ ସଂଖ୍ୟା ୨୯୪ରୁ ୩୭୭କୁ ବୃଦ୍ଧି ପାଇଛି। ପ୍ରଥମ କରି ବୌଦ୍ଧରେ ୩…
Read More...
Read More...
କରୋନା ପଞ୍ଝା ରେ ୨୦ ଜିଲ୍ଲା। ପୁଣି ୫୮ ଆକ୍ରାନ୍ତ। ତୃତୀୟ ମୁଣ୍ଡ ନେଲା କରୋନା।ଆକ୍ରାନ୍ତଙ୍କ ସ°ଖ୍ୟା ୩୫୨ କୁ ବୃଦ୍ଧି।
ଭୁବନେଶ୍ୱର,୧୦/୫(ଓଡ଼ିଆ ନ୍ୟୁଜ) : କରୋନା ପଞ୍ଝାରେ ୨୦ ଜିଲ୍ଲା। ଆଉ ଜଣଙ୍କର ମୁଣ୍ଡ ନେଇଛି କରୋନା। ଆଜି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଥରକେ ୫୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।…
Read More...
Read More...
ରାଜ୍ୟରେ ପୁଣି ପଜିଟିଭ୍।
ଭୁବନେଶ୍ଵର,୯/୫ : କରୋନା କାୟାରେ କବଳିତ ଓଡ଼ିଶା । ଦିନକୁ ଦିନ ରାଜ୍ୟରେ କରୋନାର କାୟା ଅଧିକ ମାତ୍ରାରେ ବିସ୍ତାରିତ ହେବାରେ ଳାଗିଛି। ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ହୁ-ହୁ ହୋଇ ବଢିବାରେ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ…
Read More...
Read More...
ମାନବିକତା, ନୈତିକତା, ଆଇନଗତ ଓ ବୈଜ୍ଞାନିକ ଦୃଷ୍ଟିରୁ ଫେରିବାର ଅଧିକାର ଅଛି। ଆଗକୁ ବିସ୍ଫୋରଣ ରୋକିହେବ-ବାଗଚୀ
ଭୁବନେଶ୍ୱର,୯।୫(ଓଡ଼ିଆ ନ୍ୟୁଜ): ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ସୂଚନା ଦେଇ କହିଛନ୍ତି।କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ…
Read More...
Read More...
ପୁଣି ୧୭ ପଜିଟିଭ୍। ଗଞ୍ଜାମ ୮୩ ରେ ପହଞ୍ଚିଲା।
ଭୁବନେଶ୍ଵର,୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସକାଳେ ପ୍ରଥମେ ୧୪ ଏବଂ ପରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି।…
Read More...
Read More...
ଓଡିଶାବାସୀଙ୍କ ଚିନ୍ତା ବଢାଇଲେ ସୁରତ ଫେରନ୍ତା। ଆଜି ୫୨ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ) : ଓଡିଶାର ବାସୀଙ୍କ ଚିନ୍ତା ବଢାଇ ଦେଲେଣି ସୁରତ ଫେରନ୍ତା। ଏବେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସକାଳୁ୨୬,ମଧ୍ୟାହ୍ନରେ ଜଣେ ଓ ସନ୍ଧ୍ୟାରେ ଆଉ ୨୫ କରୋନା ଆକ୍ରାନ୍ତ…
Read More...
Read More...
ରାଜ୍ୟରେ ପୁଣି ୨୬ ପଜିଟିଭ୍। ୨୫ଜଣ ସୁରତ ଫେରନ୍ତା।
ଭୁବନେଶ୍ୱର,୮ା୫(ଓଡ଼ିଆ ନ୍ୟୁଜ) : ଶୁକ୍ରବାର ରାଜ୍ୟରେ ପୁଣି ୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୩୪ ଆକ୍ରାନ୍ତ ଚିହ୍ନଟ। ସେଥିରୁ ୩୦ ସୁରତ ଫେରନ୍ତା।
ଭୁବନେଶ୍ୱର:୬ ।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁରତ ଫେରନ୍ତା ୩୦ ଜଣ କଲିକତା ଫେରନ୍ତା ଜଣେ ଓ ଅନ୍ୟ ୩ ଜଣ ଭୁବନେଶ୍ୱରଙ୍କ ତଥ୍ୟ ମିଳିନାହିଁ। ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧି ପାଇ ୨୧୯ ରେ ପହଞ୍ଚିଛି।…
Read More...
Read More...