banner
Breaking

ମାତୃ ଦିବସରେ ମୁଖ୍ୟମନ୍ତ୍ରୀଙ ଆହ୍ୱାନ କଣ ଜାଣନ୍ତୁ।

0

ଭୁବନେଶ୍ୱର ,୧୦/୫(ଓଡ଼ିଆ ନ୍ୟୁଜ): ଆଜି ମାତୃଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ ମା’ର ନିଃସର୍ତ୍ତ ସ୍ନେହ, ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଏବଂ ତ୍ୟାଗ ବଳରେ ଆମେ ସମସ୍ତେ ଆଜି ଛିଡ଼ା ହୋଇଛେ। ରାଜ୍ୟରେ ନିରାପଦ ମାତୃତ୍ୱକୁ ଉତ୍ସାହିତ କରିବା ସହ ମା’ମାନଙ୍କର ସାମଗ୍ରିକ ମଙ୍ଗଳ ନିମନ୍ତେ ଆମର ଆନ୍ତରିକ ଉଦ୍ୟମ ଓ ପ୍ରତିଜ୍ଞା ବଳବତ୍ତର ରଖିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.