banner
Breaking
Browsing Category

ରାଜନୀତି

କନ୍ଧମାଳ ଏମ୍ ପି ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସ୍କୁଲ ଗୃହ ଉଦଘାଟିତ।

କନ୍ଧମାଳ,୧୮।୧୦(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତ। ଏହି ଅବସରରେ ଏକ…
Read More...

ଭୋଟ ପୂର୍ବରୁ ହାତ ଟେକିଦେଲେ ସୁର। କଣ କହିଲେ ଜାଣନ୍ତୁ।

ଭୁବନେଶ୍ୱର,୧୭/୧୦(ଓଡ଼ିଆ ନ୍ୟୁଜ) ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଜିତିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା…
Read More...

ବିଜେପୁର ପ୍ରଚାର ମଇଦାନରେ ନବୀନଙ୍କ ଫାଇନାଲ ଟଚ୍, ଦୁଇଦିନ ବୁଲିବେ।

ଭୁବନେଶ୍ବର, ୧୭ା୧୦(ଓଡ଼ିଆ ନ୍ୟୁଜ):ନବୀନଙ୍କ ନାମରେ ଭୋଟ। ୧୧୨ ବିଧାୟକ, ମନ୍ତ୍ରୀ, ଛାମୁଆ ନେତା, କର୍ମୀ ମାନେ ଟଙ୍କାପଇସା, ସୁନାରୁପା,ଇତ୍ୟାଦି ଯେତେଦେଲେ ବି ଭୋଟର ପରିବର୍ତ୍ତନ କରିବା ଅସମ୍ଭବ। କାରଣ ଓଡ଼ିଶାର ଭୋଟର ମାନେ ଜାଣିଛନ୍ତି ନବୀନ ଏକମାତ୍ର ନେତା ଯେକି ଓଡ଼ିଶାର ଜନସାଧାରଣଙ୍କ…
Read More...

୧୧୨ ଏମ ଏଲ ଏ,ମନ୍ତ୍ରୀ ଠୁସ୍ କାଲି ଯିବେ ମୁଖ୍ୟମନ୍ତ୍ରୀ।

ବରଗଡ଼ , ୧୬।୧୦(ଓଡ଼ିଆ ନ୍ୟୁତ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଗସ୍ତରେ ବରଗଡ଼ ଆସିବେ। ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଗୁରୁବାର ପ୍ରାୟ ସାଢେ ୧୦ଟାରେ…
Read More...

ବିଜେପିରୁ ଇସ୍ତଫା ଦେଲେ ଦାମ। ଅସଲ ଉଦ୍ଦେଶ୍ୟ କଣ ଜାଣନ୍ତୁ।

ଭୁବନେଶ୍ୱର,୧୬।୧୦(ଓଡ଼ିଆ ନ୍ୟୁଜ):୩୫ ବର୍ଷ ସକ୍ରିୟ ରାଜନୀତିରେ ରହିଥିବା ପିତାମହ ଦାମୋଦର ରାଉତ ୩୬୫ ଦିନ ରହିପାରିଲେ ନାହିଁ ବିଜେପିରେ। ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ…
Read More...

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋ…
Read More...

ମୋ ସରକାର କାର୍ଯ୍ୟକ୍ରମକୁ ବିଜେପିର ସମାଲୋଚନା।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ମୋ ସରକାର’ କାର୍ଯ୍ୟକ୍ରମକୁ ସମୀର ମହାନ୍ତି ଓ ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି ।ଏବେ ‘ମୋ ସରକାର’, ୨୦୧୯ ପୂର୍ବରୁ କାହା ସରକାର ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାକୁ ୧୯ ବର୍ଷ ଶାସନ କଲାପରେବି ଖଟିଆରେ ବୁହା ହେଉଛନ୍ତି ରୋଗୀ, ନଦୀ ପହଁରି ପିଲା…
Read More...

ମମତାଙ୍କୁ ଆଙ୍ଗୁଠି ଉଠାଇଲେ ଫୁଟୁଛି ଗୁଳି।

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ, ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ଶିଶୁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ…
Read More...

ମୋ ସରକାର ନୁହେଁ ମୃତ୍ୟୁ ସରକାର-ବିଜେପି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥ୍‌ରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଥିଲେ, ଯାହାକୁ ନେଇ ଶୁକ୍ରବାର ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ସ୍ବାସ୍ଥ୍ୟ ସଚିବ…
Read More...

ବିଜେପୁର ମଇଦାନରେ ବିଜେଡିକୁ ସିଧା ଟାର୍ଗେଟ କଲେ ଧର୍ମେନ୍ଦ୍ର

ବିଜେପୁର, ୧୧।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ପାଇଁଁ ବିଜେପି ତାର ପ୍ରଚାର ଅଭିଯାନକୁ ଜୋରଦାର୍‌ କରିଛି। ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଉମୁଣ୍ଡାରେ ରୋଡ୍‌ ଶୋ’ କରିଛନ୍ତି। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ…
Read More...