banner
Breaking
Browsing Category

ରାଜନୀତି

ତିର୍ତ୍ତୋଲରେ ବିଜୟଙ୍କୁ ଗ୍ରୀନ ସିଗନାଲ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୈତିକ ଦଳରେ ସରଗରମ ଲାଗି ରହିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ନେଇ ସେତିକି ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ତିର୍ତୋଲ ବିଧାନସଭା ଆସନକୁ ନେଇ…
Read More...

ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କଥାହେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ପିପିଲି ବିଧାୟକ କରୋନା ସଂକ୍ରମିତ ହେବାପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର…
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଅଲ୍ ଓଡିଶା ବିପିୟୁଟି ଛାତ୍ର ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।…
Read More...

ତିର୍ତ୍ତୋଲ ଛାତ୍ର ବିଜେଡିର ବିଜୟଙ୍କୁ ବିପୁଳ ସମର୍ଥନ।

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ତିର୍ତ୍ତୋଲର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି।ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସଂପାଦକ ବିଜୟ ଶଙ୍କର ଦାସଙ୍କୁ ଏଠାରେ ପାର୍ଥୀ କରାଯିବ ବୋଲି ଆଭାସ ମିଳିଛି,ଏଣେ…
Read More...

୨୦ ବର୍ଷରେ ଲୁଣ ଫ୍ୟାକ୍ଟ୍ରିଟିଏ ଖୋଲି ପାରିଲେନି ସରକାର।

ଭୁବନେଶ୍ୱର,୩୦/୯(ବ୍ୟୁରୋ):ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିି ନାହିଁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ଶ୍ରୀ ନାୟକ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କରୋନା ମହାମାରୀ ବେଳେ ବାହାବା ନେବାପାଇଁ ସରକାର ପଡୋଶୀ ରାଜ୍ୟରୁ ଦାଦନ…
Read More...

ବାଜିଲା ନିର୍ବାଚନ ଘଣ୍ଟି। ତିର୍ତ୍ତୋଲ ବିଜେଡି ଦୁର୍ଗ ରକ୍ଷା ହେବ ତ?

ଭୁବନେଶ୍ଵର,୨୯/୯(ବ୍ୟୁରୋ):ବାଜିଲା ଉପ ନିର୍ବାଚନ ଘଣ୍ଟି । ତିର୍ତ୍ତୋଲ ଓ ବାଲେଶ୍ଵର ବିଧାନସଭା ଉପନିର୍ବାଚନ ନିମନ୍ତେ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ନଭେମ୍ବର ୩ ତାରିଖରେ ଭୋଟ ହେବ ଏବଂ ୧୦ ତାରିଖରେ ଗଣତି । ଏହିକ୍ରମରେ ସକ୍ରିୟ ହୋଇଛନ୍ତି ୩ ରାଜନୈତିକ ଦଳ । ଗତ ପ୍ରାୟ ୨ ଦଶନ୍ଧି…
Read More...

ଅକ୍ଟୋବର ୨ରୁ ବିଜେଡିର ଜନ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିବର୍ଷ ରାଜନୈତିକ ଆଭିମୁଖ୍ୟ ନେଇ ଚାଲୁଥିବା ଏହି ମାସାଧିକ କାଳ କାର୍ଯ୍ୟକ୍ରମ ଚଳିତ ବର୍ଷ କୋବିଡ଼ ସଂକ୍ରାନ୍ତରେ ହେବ ଏବଂ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ…
Read More...

ବିଧାନସଭା ପୂର୍ବରୁ ୧୪ ବିଧାୟକ ପଜିଟିଭ।

ଭୁବନେଶ୍ୱର,୨୮ା୯(ଓଡ଼ିଆ ନ୍ୟୁଜ): ବିଧାନସଭା ପୂର୍ବରୁ ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବଡମ୍ବା ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସୋମବାର ଉପବାଚସ୍ପତିଙ୍କୁ ମିଶାଇ ୧୨ ଜଣ…
Read More...

ବିଜୁ ଜନତାଦଳର ଯୁବ ଓ ଛାତ୍ର ସଭାପତି ନିଯୁକ୍ତ।

ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ):ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ବିଜେଡ଼ି ସଭାପତି ପଦରେ ଦୁଇ ଯୁବନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ନୂଆ ସଭାପତି ରୂପେ ନିଯୁକ୍ତି ମିଳିିଥିବାବେଳେ…
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନୋଟି ଦଳରେ ଛକାପଞ୍ଝା ।

ଭୁବନେଶ୍ଵର,୨୭/୯(ବ୍ୟୁରୋ): ତିର୍ତୋଲ ଉପ ନିର୍ବାଚନ ପୂର୍ବରୁ ୩ ଦଳରେ ପ୍ରାର୍ଥିତ୍ଵକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସମସ୍ତେ ନିଜ ନିଜ ବାଟରେ ଟିକେଟ ପାଇଁ ଉଦ୍ୟମ ଚଳାଇଛନ୍ତି …
Read More...