banner
Breaking

ଅକ୍ଟୋବର ୨ରୁ ବିଜେଡିର ଜନ ସଚେତନତା କାର୍ଯ୍ୟକ୍ରମ।

0

ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିବର୍ଷ ରାଜନୈତିକ ଆଭିମୁଖ୍ୟ ନେଇ ଚାଲୁଥିବା ଏହି ମାସାଧିକ କାଳ କାର୍ଯ୍ୟକ୍ରମ ଚଳିତ ବର୍ଷ କୋବିଡ଼ ସଂକ୍ରାନ୍ତରେ ହେବ ଏବଂ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ସମସ୍ତ ଦଳୀୟ କାର୍ଯ୍ୟକର୍ତାଙ୍କୁ ଚିଠି ଲେଖିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.