banner
Breaking
Browsing Category

ରାଜନୀତି

୨୦୨୦ ପାଇଁ ଦେଶର ଶ୍ରେଷ୍ଠ ସା°ସଦ ହେଲେ ଅପରାଜିତା ଷଢ଼ଙ୍ଗୀ।

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ): ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି । ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ କୃତଜ୍ଞତା…
Read More...

ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର।

ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ନୀତୀଶ ଶପଥ ଗ୍ରହଣ କରିଛନ୍ତି । ବିହାର ରାଜ୍ୟପାଳ ଫଗୁ ଚୌାହାନ ନୀତୀଶଙ୍କୁ ପଦ ଓ ଗୋପନୀୟତାର…
Read More...

ଭାରତ ସବୁବେଳେ ବିଶ୍ବ ଭାତୃତ୍ବକୁ ବିଶ୍ବାସ କରେ : ମୋଦୀ

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ରାଜସ୍ଥାନର ପାଲିରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରିଶ୍ୱର…
Read More...

୧୮ରେ ସର୍ବଦଳୀୟ ବୈଠକ। ଶପଥ ନେବେ ୨ ବିଧାୟକ।

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେ ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ…
Read More...

ଆମେ ହାରିନୁ ଆମେ ଜିତିଛୁ : ତେଜସ୍ଵୀ ଯାଦବ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ସେ କହିଛନ୍ତି ବିହାର ଜନତା ମହାମେଣ୍ଟ ସହ ଥିଲେ । ତେଣୁ ଆମେ ପରାଜିତ ହୋଇନୁ । ସେ ପୋଷ୍ଟାଲ ବାଲାଟକୁ ପୁଣିଥରେ ଗଣିବାକୁ…
Read More...

ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡିର ବାଜିମାତ୍।

ଭୁବନେଶ୍ୱର,୧୦/୧୧(ଓଡ଼ିଆ ନ୍ୟୁଜ): ନବୀନଙ୍କ ଲୋକପ୍ରିୟତା ପୁଣି ପ୍ରମାଣ କରିଛି। ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ବାଜିମାତ କରିଛି। ବାଲେଶ୍ୱର ବିଜେଡି ପାର୍ଥି ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ବରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ସେହିପରି…
Read More...

ଡିଜିଟାଲ ମାଧ୍ୟମରେ ବିଜୟ ଶଙ୍କରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କଲେ ନବୀନ।

ଭୁବନେଶ୍ବର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ ପ୍ରଚାର କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ନବୀନ ତିର୍ତ୍ତୋଲ ବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ତିର୍ତ୍ତୋଲ ବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି । ତିର୍ତ୍ତୋଲର ବିକାଶ…
Read More...

ବିଜେଡି ପକ୍ଷରୁ ପ୍ରଶାନ୍ତି ବିହାର ଓ ଶିଖରଚଣ୍ଡୀ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି। ଏହି କ୍ରମରେ ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ…
Read More...

ୱାର୍ଡ଼ ନଂ-୩୯ରେ ମୂଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ପାଳନ

ଓଡ଼ିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ…
Read More...

ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ।

ଭୁବନେଶ୍ୱର,୧୨/୧୦(ଓଡ଼ିଆ ନ୍ୟୁଜ): ପରଲୋକରେ ଶରତ କର। ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ…
Read More...