banner
Breaking
Browsing Category

ଖେଳ

ଚେନ୍ନାଇକୁ ଜିତିବାକୁ ୧୮୮ ରନ୍ ଆବଶ୍ୟକ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
Read More...

ରାହୁଲ ଟି୨୦ରେ କଲେ ଏହି ରେକର୍ଡ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲ ଜବରଦସ୍ତ ଇନିଂସ ଖେଳି ଅର୍ଦ୍ଧଶତକ କରିଛନ୍ତି। ୫୦ଟି ଅର୍ଦ୍ଧଶତକ କରି ରାହୁଲ ଏକ ନୂଆ…
Read More...

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚ

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଗତବର୍ଷର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ଓ ଉପ ବିଜେତା କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚ ଶନିବାର ମୁମ୍ବଇର ୱାଙ୍ଖେଡ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଚଳିତ ସଂସ୍କରଣରେ…
Read More...

ଜାଡେଜା ନ°୧ ଟେଷ୍ଟ କ୍ରିକେଟ ଅଲରାଉଣ୍ଡର

ଦୁବାଇ,୯।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ତଥା ମୋହାଲି ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଜାଡେଜାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏଭଳି ପରିବର୍ତ୍ତନ ଆସିଛି।…
Read More...

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ଓ୍ବାର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିଚାଳନା କମ୍ପାନୀ ପକ୍ଷରୁ ଶୁକ୍ରବାର ସଂକ୍ଷିପ୍ତ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।…
Read More...

ଏଥର ନୂଆ ଫର୍ମାଟରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍‌ ୧୪ ଲେଖାଏ ମ୍ୟାଚ…
Read More...

ଆଜି ଆଇପିଏଲ ନିଲାମ

ନୂଆଦିଲ୍ଲୀ,୧୨/୨ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବ। ୧୨ ତାରିଖ (ଶନିବାର) ପୂର୍ବାହ୍ଣ ୧୧ଟାରୁ ଏହି ନିଲାମ ଆରମ୍ଭ ହେବ। ନିଲାମରେ ଭାଗ ନେବାକୁ ଥିବା…
Read More...

ସୀଗ୍ରାମ’ର ରୟାଲ ଷ୍ଟାଗ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ସେମାନଙ୍କର ଭାରତ- ୨୦୨୨ ଗସ୍ତ ପାଇଁ ଗର୍ବର ସହିତ ପ୍ରାୟୋଜିତ…

ଚଳିତ ଭାରତ ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ର ଅଫିସିଅଲ ପ୍ରାୟୋଜକ ଭାବରେ ସୀଗ୍ରାମ’ ର ରୟାଲ ଷ୍ଟାଗ ଏହାର ସହଯୋଗ ଘୋଷଣା କରି ଗର୍ବିତ । ପ୍ରାକୃତିକ କେରେବିଅନ ତାବଡତୋଡ ଦ୍ୱାରା ଉନ୍ନତ କାର୍ଯ୍ୟ ଦକ୍ଷତା ସହିତ ଟିମ ୱେଷ୍ଟଇଣ୍ଡିଜ ସମକକ୍ଷ ଏବଂ ଏହି ଶୈଳୀ ରୟାଲ ଷ୍ଟାଗ ବ୍ରାଣ୍ଡ ଦର୍ଶନ…
Read More...

ଦ୍ବିତୀୟ ମ୍ୟାଚ ଜିତିଲା ଭାରତ

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ଭାରତ ୯ ଉଇକେଟ ହରାଇ ୨୩୭ ରନ୍‌…
Read More...

୬ ଓ୍ବିକେଟରେ ଜିତିଲା ଭାରତ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…
Read More...