Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଜୀବନ ଚର୍ଯ୍ୟା
ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।
ଭୁବନେଶ୍ୱର,୧୩/୫(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି। ଏହାରି ଭିତରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା…
Read More...
Read More...
ସୁବାଷ ଚୌହାନଙ୍କ ଦେହାନ୍ତ।
ଭୁବନେଶ୍ୱର,୧୦ ।୫(ଓଡ଼ିଆ ନ୍ୟୁଜ): ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ…
Read More...
Read More...
ଜନ୍ମଦିନରେ ରକ୍ତଦାନ ଶିବିର। ୨୫ ୟୁନିଟ ସ°ଗୃହୀତ।
ଭୁବନେଶ୍ବର,୬/୫(ଓଡ଼ିଆ ନ୍ୟୁଜ) : ଲକ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରେ ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନ ପାଳନ କରିଛନ୍ତି।
ଭୁବନେଶ୍ବର ଇଞ୍ଜଣା ଗ୍ରାମର ଦେବାଶିଷ ପତି ତାଙ୍କ ଜନ୍ମ ଦିନରେ ଥାଲାସେମିଆ ରୋଗୀମାନଙ୍କ ଉଦେଶ୍ୟରେ ରକ୍ତଦାନ ଶିବିର…
Read More...
Read More...
ବୁଲା ଜନ୍ତୁଙ୍କ ଦେବଦୂତ ସାଜିଛନ୍ତି ବିଶ୍ବଜିତ ପଟ୍ଟନାୟକ(ସିଲୁ)
ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): କରୋନା ପ୍ରଭାବରେ ସାରା ଭାରତ ଲକଡାଉନ୍। ଘରର ଚାରିକାନ୍ଥ ଭିତରେ ଲୋକମାନେ। ରାସ୍ତାଘାଟ ଶୂନଶାନ । ଅତ୍ୟାବଶ୍ୟକ ଦୋକାନ ଛାଡିଦେଲେ ଅନ୍ୟସବୁ ବନ୍ଦ। ଏହାରି ଭିତରେ ବୁଲାଜନ୍ତୁ ମାନଙ୍କର ଆହାର ପାଇଁ ଡହଳ ବିକଳ। ମଣିଷତ ନିଜେ ଅସହାୟ ଓ ଭୟଭୀତ ସେମାନଙ୍କ କଥା…
Read More...
Read More...
ଶିଶୁଙ୍କୁ ଖାଦ୍ୟ ବଣ୍ଟନ କଲେ କରୋନା ଯୋଦ୍ଧା ଜଗନ୍ନାଥ ଭଞ୍ଜ।
ଭୁବନେଶ୍ୱର ,୨୬/୪(ଓଡ଼ିଆ ନ୍ୟୁଜ) :କରୋନା ମହାମାରୀ ମହାଵିପତ୍ତି ସୃଷ୍ଟି କରିଛି।ଏଥିରେ ସମସ୍ତେ କ୍ଷତି ଗ୍ରସ୍ତ ହୋଇଛନ୍ତି। ଏହାର ମୁକାବିଲା ପାଇଁ ସରକାରଙ୍କ ୪୦ ଦିନିଆ ଲକଡାଉନ୍ କୁ ମାନି ସମସ୍ତେ ଘରର ଚାରି କାନ୍ଥ ଭିତରେ ରହିଛନ୍ତି।ବିଶେଷ କରି ପ୍ରଭାବିତ ହୋଇଛନ୍ତି ଶିଶୁ ମାନେ…
Read More...
Read More...
ଜୟ ଓଡିଶା ପକ୍ଷରୁ ମୋର ପ୍ରେମ କାହାଣୀ।
ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ)" ପ୍ରେମ ଏକ ସୀମାହିନ ବନ୍ଧନ ଅଟେ " ଏହି ବାର୍ତ୍ତା କୁ ଓଡ଼ିଶା ର କୋଣ ଅନୁକୋଣ ରେ ପହଞ୍ଚାଇବା ର ଲକ୍ଷ୍ୟ ନେଇ, ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଜୟ ଓଡ଼ିଶା " ମୋର ପ୍ରେମ କାହାଣୀ " ନାମ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଛି। ଏହା ଓଡ଼ିଶା କିନ୍ନର କମ୍ୟୁନିଟି…
Read More...
Read More...
ଆଜି ଚକଲେଟ ଡେ।
ଭୁବନେଶ୍ୱର ୯/୨: ଅମାନିଆ ମନରେ ପ୍ରେମକୁ ନେଇ ବଢ଼ୁଛି ଅଝଟ ପଣିଆ । ଅଦ୍ଭୂତ ଅନୁଭବ ଓ ଅନୁଭୂତିର ସମାହାର ମନକୁ ଜଡ଼ସଡ଼ କରି ଭିଜାଇ ଦେଉଛି । ବାଉଳାପଣରେ ମନ ଏବେ ଛଟପଟ । ମଣିଷର ସବୁଠୁ ବଡ଼ ଆବିଷ୍କାର ହେଉଛି ପ୍ରେମ । ପ୍ରେମର ଭାଗ୍ୟ ବି ଅତି ଅଦ୍ଭୂତ । ଥରେ ଆରମ୍ଭ ହେଲେ ସରେ ନାହିଁ । ସେ…
Read More...
Read More...
ପ୍ରପୋଜ ଡେ ଟିପସ୍ ।
ନୂଆଦିଲ୍ଲୀ : ଆଜି ଥିଲା ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ ପ୍ରପୋଜ ଡେ’। ଆଜିର ଦିନର ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି। ତେବେ ଆଉ କିଛି ଯୁବକ ବା ଯୁବତୀ ସେମାନଙ୍କ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିଜର ମନ କଥା କହି ପାରିନଥାନ୍ତି। ମନରେ ଡର ରହିଥାଏ। କାଳେ…
Read More...
Read More...
ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନୀତ ହେଲେ ନିରଞ୍ଜନ ସେଠୀ।
ଭୁବନେଶ୍ୱର,୧୮।୧୨(ଓଡ଼ିଆ ନ୍ୟୁଜ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକଭାବେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦ୍ଦେର୍ଶକଙ୍କ…
Read More...
Read More...
ବ୍ଲଡ କ୍ୟାନସର ଲକ୍ଷଣ ଜାଣନ୍ତୁ। ସାବଧାନ ରୁହନ୍ତୁ ।
ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନିୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ବ୍ଲଡ୍ କ୍ୟାନ୍ସର ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉର୍ଦ୍ଧ୍ବ…
Read More...
Read More...