banner
Breaking

ଜନ୍ମଦିନରେ ରକ୍ତଦାନ ଶିବିର। ୨୫ ୟୁନିଟ ସ°ଗୃହୀତ।

0

ଭୁବନେଶ୍ବର,୬/୫(ଓଡ଼ିଆ ନ୍ୟୁଜ) : ଲକ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରେ ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନ ପାଳନ କରିଛନ୍ତି।


ଭୁବନେଶ୍ବର ଇଞ୍ଜଣା ଗ୍ରାମର ଦେବାଶିଷ ପତି ତାଙ୍କ ଜନ୍ମ ଦିନରେ ଥାଲାସେମିଆ ରୋଗୀମାନଙ୍କ ଉଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଉକ୍ତ ରକ୍ତଦାନ ଶିବିର କ୍ୟାପିଟାଲ ରକ୍ତଭଣ୍ଡାରର ମିଳିତ ସହଭାଗୀତାରେ ଆୟୋଜନ କରାଯାଇଥିଲା।


ଏଥିରେ ୨୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ଡା. ଦେବାଶିଷ ମିଶ୍ର ଓ ଡା. ଜ୍ୟୋତି କର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ରକ୍ତ ଦାତାଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.