Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଜୀବନ ଚର୍ଯ୍ୟା
ପଶୁ ପକ୍ଷୀଙ୍କ ବନ୍ଧୁ ପ୍ରତାପ ସାହୁ।
ଭୁବନେଶ୍ୱର, ୨୨।୭(ଓଡ଼ିଆ ନ୍ୟୁଜ) : ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ସମୟ ହେବ ମହାମାରୀ କରୋନା ଭାରତ ସମେତ ଓଡ଼ିଶା ସାରା ତାର କାୟା ବିସ୍ତାର କରିଚାଲିଛି । ଫଳରେ ଲୋକମାନେ ନିଜ ନିଜର ବେଉସା ହରାଇ ଏକ ପ୍ରକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି…
Read More...
Read More...
ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱର,୬/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ…
Read More...
Read More...
କିନ୍ନର ମାନଙ୍କ ପାଇଁ ଲାଗୁହେବ ପେନସନ ଯୋଜନା।
ଭୁବନେଶ୍ୱର,୪।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ…
Read More...
Read More...
ଆଜି ଦିନ ୧୧ ଟାରେ ମୋଦିଙ୍କ ମନ୍ କି ବାତ
ନୂଆଦିଲ୍ଲୀ,୨୮/୬(ବ୍ୟୁରୋ):ଅନଲକ୍ ୧ ଓ ଚୀନ୍ ସହ ଚାଲିଥିବା ତିକ୍ତତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ଟା ସମୟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ। ଆଶା କରାଯାଏ ଯେ…
Read More...
Read More...
ସହୀଦ ଯବାନଙ୍କ ପିଲାମାନଙ୍କୁ ପାଠ ପଢାଇବେ ଅଚ୍ୟୁତ ସାମନ୍ତ।
ଭୁବନେଶ୍ବର,୨୦/୬(ଓଡ଼ିଆ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଲଦାଖର ଗାଲଓ୍ବାନା ଠାରେ ହୋଇଥିବା ସଂଘର୍ଷରେ ଆମ ଦେଶର ୨୦ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡିଶା ମାଟିର ଦୁଇ ଜଣ ବୀର ଯବାନ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ…
Read More...
Read More...
ସହିଦ୍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର,୨୦/୬(ଓଡ଼ିଆ ନ୍ୟୁଜ): ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍ ଘାଟିରେ ଚୀନ୍ ସେନା ସହ ଲଢ଼ି ସହିଦ୍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଓଡିଶା ମାଟିର ଗର୍ବ ଓ ଗୌରବ ଅମର ସହିଦ୍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...
Read More...
ନିସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ।
ପୁରୀ,୧୩/୬(ଓଡ଼ିଆ ନ୍ୟୁଜ): ସଂପ୍ରତି କରୋନା ମହାମାରୀ ସମୟରେ ଏକ ଅସହାୟ ପରିବାର କୁ ସହାୟତା ର ହାତ ବଢ଼ାଇଛି ସମ୍ଭାବନା ଚାରିଟେବଲ ଟ୍ରଷ୍ଟ l
ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଠ ପାଟଣା ଗ୍ରାମରେ ଭୀମସେନ ସାହୁଙ୍କ ଘର। ପରିବାରର ଭୀମସେନ ଏକମାତ୍ର ରୋଜଗାର…
Read More...
Read More...
ମାନବ ଜାତିକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ୭୧ ଦିନଧରି ହୋମଯଜ୍ଞ ଜାରି ରଖିଛନ୍ତି ସମାଜସେବୀ ନିବେଦିତା ଲେଙ୍କା।
ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣ ପଥରୋଧ କରିବା ସମଗ୍ର ବିଶ୍ୱପାଇଁ ଏକ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି। ମାରାତ୍ମକ ନୋବେଲ କରୋନା ଭୂତାଣୁ ବା କୋଭିଡ଼-୧୯ ତାର ଭୟଙ୍କର କାୟା ବିସ୍ତାର କରିଚାଲିଛି। ଦୁର୍ବଳ ହେବାର ନାଁ ହିଁ…
Read More...
Read More...
ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ। ବିଏମସି କର୍ମଚାରୀଙ୍କୁ ମାସ୍କ ଓ ଖାଦ୍ୟ ବଣ୍ଟନ।
ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ଭୈାମନଗର ହାଟ ମହାସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ…
Read More...
Read More...
ବିଶିଷ୍ଟ ସ୍ବାଧୀନତା ସ°ଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ।
ଭୁବନେଶ୍ବର,୧୪/୫(ଓଡ଼ିଆ ନ୍ୟୁଜ) : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ,ପ୍ରଚଣ୍ଡ ପ୍ରତିଭାଧାରୀ,ମେଳାପୀ, ମିଷ୍ଟଭାଷୀ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି ।…
Read More...
Read More...