Breaking
ଓଡ଼ିଶାରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଅଦ୍ଭୁତପୂର୍ବ ସମର୍ଥନଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନା
Browsing Category
ଜୀବନ ଚର୍ଯ୍ୟା
ମା ମଙ୍ଗଳା ବସ୍ତିରେ ଆମ୍ବେଦକର ଜୟନ୍ତୀ ପାଳିତ।
ଭୁବନେଶ୍ୱର ୧୫/୪ ସିଆଇଟିୟୁ ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଡ଼ଃ ବି ଆର୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଓ ସମ୍ବିଧାନ ବଞ୍ଚାଓ ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।
ସିଆଇଟିୟୁର ଭୁବନେଶ୍ୱର ସାଖା ମୁଖ୍ୟ ସୁରେଶ ରାଉତରାୟଙ୍କ ସଭାପତିତ୍ୱରେ ଅନଷ୍ଠିତ ଏହି…
Read More...
Read More...
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଡଃ ବିଦିଶା ପଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର : ନିଷ୍ଠା, ଅଧ୍ୟବସାୟ, ଦୃଢ ମନୋବଳ ତଥା ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ଆଗକୁ ବଢିବାର ଦୃଢ ଇଚ୍ଛାଶକ୍ତି ନିଶ୍ଚିତ ସଫଳତା ଆଣିଦିଏ ଏହା ପ୍ରମାଣିତ କରିଛନ୍ତି ଦୀର୍ଘ ପଚିଶ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଆସୁଥିବା…
Read More...
Read More...
କରୋନା ଯୋଦ୍ଧା ଅଭିରାମ ସାହୁ ସମ୍ବର୍ଦ୍ଧିତ
କଟକ - କଟକ ଜିଲ୍ଲା ବୟାଳିଶମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ "ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ" ଓ "ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ" ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ "ସରସ୍ୱତୀ କଳା ପରିଷଦ" ପରିଚାଳନାରେ ପରିଷଦର…
Read More...
Read More...
ଦିଲ୍ଲୀ ପରିସ୍ଥିତି ଅଣାୟତ। ସିବିଏସଇ ପରୀକ୍ଷା ବନ୍ଦ ପାଇଁ ଦାବି କଲେ କେଜିରୱ।ଲ
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଅଣାୟତ ହେଉଥିବା ବେଳେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀରେ ୧୩ହଜାର ୫ଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ…
Read More...
Read More...
ହୃଦରୋଗ ଠାରୁ ଦୁରେଇ ରହିବାର ଉପାୟ ଜାଣନ୍ତୁ।
ହୃଦ୍ଘାତଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ଉପାୟ ରହିଛି। ଏଥିପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍ ‘ସି’କୁ ସାମିଲ କରିବାକୁ ୟୁନିଭର୍ସିଟି ଅଫ୍ ଲଣ୍ଡନର ହୃଦ୍ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ମତରେ ଭିଟାମିନ୍ ‘ସି’ ହେଉଛି ଏପରି ଏକ ଆଣ୍ଟିଅକ୍ସିଡାଣ୍ଟ,…
Read More...
Read More...
ସମାଜସେବୀ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ)ଙ୍କୁ ‘ଶାନ୍ତିସେବା ଓ ‘କରୋନା ଯୋଦ୍ଧା ସମ୍ମାନ’ ପ୍ରଦାନ
ଭୁବନେଶ୍ୱର :- ବିଶିଷ୍ଟ ସମାଜସେବୀ, ଯୁବନେତା, ପରୋପକାରୀ, ବନ୍ଧୁବତ୍ସଳ ଲୋକଙ୍କ ବିପଦ ଆପଦର ବନ୍ଧୁ ତଥା ଏକ ଦରଦି ହୃଦୟର ମଣିଷ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ଙ୍କୁ ‘ଶାନ୍ତିସେବା ସମ୍ମାନ-୨୦୨୧’ ଓ ‘କରୋନା ଯୋଦ୍ଧା ସମ୍ମାନ’ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ବିଜେବି…
Read More...
Read More...
ସୁରକ୍ଷା ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ।
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ସ୍ଥାନୀୟ ଲୁମ୍ବିନିବିହାରସ୍ଥିତ ପ୍ରୋଜେକ୍ଟ ୱାଟର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା…
Read More...
Read More...
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଦିଲ୍ଲୀରେ ସ୍ବତନ୍ତ୍ର କକ୍ଷ।
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର କକ୍ଷ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍ବତନ୍ତ୍ର କକ୍ଷକୁ ଉତ୍ସର୍ଗ କରାଯାଇଛି। ଆଜି ଏହାକୁ ଉଦଘାଟନ କରିଥିଲେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ…
Read More...
Read More...
ନୂତନ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ପ୍ରତାପ ସାହୁ
୨୮୦ ଦିନରେ ପହଞ୍ଚିଲା ପ୍ରତାପଙ୍କ କରୋନା ସେବା
ଭୁବନେଶ୍ୱର : ସାଧାରଣତଃ ନୂତନ ବର୍ଷକୁ ଜାକଜମକରେ ପାଳନ କରିବା ପାଇଁ ସାଙ୍ଗମାନଙ୍କ ମେଳରେ ଭୋଜିଭାତର ଆସର ଜମାଉଥିବା ବେଳେ ଆଉ କେହି କେହି ପଞ୍ଚତାରକା ହୋଟେଲରେ ସାଙ୍ଗମାନଙ୍କ ସାଥୀରେ କେକ୍ କାଟି ନୂତନ ବର୍ଷର ଭରପୁର ମଜା ଉଠାଇଥାନ୍ତି ତ ଆଉ…
Read More...
Read More...
ନବୀନ @ ୭୫। ଅପ୍ରତିଦ୍ବନ୍ଦୀ, ଅଦ୍ବିତୀୟ, ଜନନେତା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରହିଛି। ସ୍ବଚ୍ଛ ଶାସନ ଏବଂ ଉତ୍ସର୍ଗୀକୃତ ସେବା…
Read More...
Read More...