banner
Breaking

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଦିଲ୍ଲୀରେ ସ୍ବତନ୍ତ୍ର କକ୍ଷ।

0

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର କକ୍ଷ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍ବତନ୍ତ୍ର କକ୍ଷକୁ ଉତ୍ସର୍ଗ କରାଯାଇଛି। ଆଜି ଏହାକୁ ଉଦଘାଟନ କରିଥିଲେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥ ସୂର୍ଯ୍ଯୋଦୀପ। ଉଦଘାଟନୀ ଉତ୍ସବରେ ବିଜୁବାବୁଙ୍କ ପୁଅ ପ୍ରେମ ପଟ୍ଟନାୟକ, ତାଙ୍କ ପୁଅ ଅରୁଣ ପଟ୍ଟନାୟକ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ରେସିଡେଣ୍ଟ କମିଶନର ଉପସ୍ଥିତ ଥିଲେ। ଏଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଫଟୋଚିତ୍ର ରହିଛି।

Khansweb Solution Bhubaneswar

Leave A Reply

Your email address will not be published.