banner
Breaking
Browsing Category

ଦେଶ ବିଦେଶ

ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର l କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ।

ନୂଆଦିଲ୍ଲୀ: ଲୋକଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ନାଗରିକଙ୍କ…
Read More...

ପିଓକେ ସମେତ ଉତ୍ତର ଭାରତରେ ଭୂକମ୍ପ ୫ ମୃତ୍ୟୁ ୫୦ ଆହତ

ନୂଆଦିଲ୍ଲୀ, ୨୪।୯(ବ୍ୟୁରୋ):  ପିଓକେରେ ହେଲା ଭୂକମ୍ପ, ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଧ୍ୟ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ସେହିପରି ପାକିସ୍ତାନର ଇସ୍‌ଲାମାବାଦ, ପେଶାଓ୍ବର, ରାଓ୍ବଲପିଣ୍ଡି ଓ…
Read More...

ଚିତାମ୍ବରମଙ୍କୁ ଜେଲରେ ଭେଟିଲେ ମନମୋହନ ଓ ସୋନିଆ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ ସହିତ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଜେଲ୍‌ରେ ପହଞ୍ଚିଛନ୍ତି।…
Read More...

ଆସୁଛି ବାତ୍ୟା ହିକ୍କା।

ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ ଏହା ଧୀଧେୀରେ ଉପକୂଳ ମୁହଁ ହେଉଥିବା କୁହାଯାଉଛି।…
Read More...

୨୦୨୧ ରେ ଡିଜିଟାଲ ଜନଗଣନା । ଗୋଟିଏ କାର୍ଡରେ ମିଳିବ ସବୁ ତଥ୍ୟ।ଥ

ନୂଆଦିଲ୍ଲୀ,୨୩/୯(ଓଡ଼ିଆ ନ୍ୟୁଜ): ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ ପ୍ରସ୍ତାବ…
Read More...

ପାକିସ୍ତାନୀ ହନିଟ୍ରାପରେ ଭାରତୀୟ ଯବାନ। ଗୁଇନ୍ଦାକୁ ବଡ ସଫଳତା।

ନୂଆଦିଲ୍ଲୀ,୨୦/୯: ପାକିସ୍ତାନର ଆଇଏସ୍‌ଆଇ ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି। ରାଜଧାନୀ…
Read More...

ସୋସିଆଲ ମିଡିଆ ଅପବ୍ୟବହାର କାରୀ ସାବଧାନ। ଆସିପାରେ ବଡ ନିୟମ। ମାନ୍ୟବର ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ତଲବ

ନୂଆଦିଲ୍ଲୀ,୧୩/୯ (ଓଡ଼ିଆ ନ୍ୟୁଜ) : ଦିନକୁ ଦିନ ସୋସିଆଲ ମିଡିଆ ଖରାପ ହୋଇ ହୋଇ ଯାଉଛି। ଅପରାଧୀ ମାନେ ବେନାମି ଆଇଡି ଖୋଲି ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ସୋସିଆଲ ମିଡିଆକୁ ଆଧାର ସହ ଲିଙ୍କ କରାଇବା ନେଇ ସୁପ୍ରିମକୋର୍ଟରେ ଯାଚିକା ଆବେଦନ…
Read More...

ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩/୯(ଓଡ଼ିଆ ନ୍ୟୁଜ) ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଘଟିଛି। ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ। ଆଜି ଯୁଦ୍ଧ ଭୂମିରେ ସେନାମାନଙ୍କୁ ନୂଆ ଶକ୍ତି ମିଳିଛି । ବାୟୁସେନାରେ ୮ଟି ଆପାଚେ ହେଲିକପ୍ଟର ସାମିଲ ହୋଇଛି । ପଠାନକୋଟ ଏୟାରବେସରେ ଆପାଚେ ହେଲିକପ୍ଟର ବାୟୁସେନା ମୁଖ୍ୟ…
Read More...

ଉପର ବାଲାର ଆଖି ପଡିଲେ ସବୁକିଛି ବଦଳି ଯାଏ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ମିଳିଲା ବଲିଉଡ଼ରେ ସୁଯୋଗ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା…
Read More...

ଜାମୁ-କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଦେଖନ୍ତୁ କେବେ ହେବ

ନୂଆଦିଲ୍ଲୀ,୧୦/୮ (ଓଡ଼ିଆ ନ୍ୟୁଜ) ରାଜ୍ୟସଭା ଓ ଲୋକସଭା ରେ ୩୭୦ ଓ ୩୫/ଏ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରିବା ପରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି।କିନ୍ତୁ କେତେକ କାରଣରୁ ଏହା ଆସନ୍ତା ବର୍ଷ ଏପ୍ରିଲ ପରେ ହେବବୋଲି ଜଣାପଡିଛି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର…
Read More...