Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଦେଶ ବିଦେଶ
ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଉଛି। ୧୦ ଦିନ ଯୁଦ୍ଧରେ ସଫା ହୋଇଯିବ।
ନୂଆଦିଲ୍ଲୀ,୨୮।୧: ପୃଥିବୀରେ ଆତଙ୍କବାଦକୁ ପାକିସ୍ତାନ ପ୍ରଶୟ ଦେଉଛି । ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼…
Read More...
Read More...
କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜାରିହେଲା ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭
ଭୁବନେଶ୍ଵର : ଚୀନର ଭୟଙ୍କର ‘କରୋନା’ ଭାଇରସ ୮୦ ମୁଣ୍ଡ ନେଇସାରିଲାଣି। ଏଥିପାଇଁ ଭୟଭୀତ ହୋଇପଡିଛନ୍ତି ବିଶ୍ବବାସୀ।ଦେଶଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ବ୍ୟବସ୍ଥା ଭିତରେ ଓଡିଶା ସରକାର ବି ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି।…
Read More...
Read More...
କରୋନା ପାଇଁ ୟୁହାନକୁ ବାହ୍ୟ ଜଗତରୁ ବିଛିନ୍ନ କଲା ଚୀନ।
ଚୀନ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚିଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୧୯୬୫ ଜଣଙ୍କ ଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯାଉଥିବାରୁ…
Read More...
Read More...
ପୂର୍ବ ତୁର୍କୀରେ ବଡ ଧରଣର ଭୂକମ୍ପ।
ଇଲାଜିଗ: ପୂର୍ବ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ରହିଥିଲା। ଶୁକ୍ରବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଥିବା ବେଳେ…
Read More...
Read More...
ଦେଶରେ ଚାଲିଥିବା ଗ୍ୟାସ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାସହ ସହଯୋଗ କରନ୍ତୁ।
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ
କଚ୍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି
-ପ୍ରଥମ ଥର ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଞ୍ଚଳରେ ଗ୍ୟାସ ପାଇପଲାଇନ କାର୍ଯ୍ୟରେ…
Read More...
Read More...
ଯୋଗୀ ଆଦିତ୍ୟନାଥ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ। ନବୀନ ୪ର୍ଥ ସ୍ଥାନରେ।
ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ପଶ୍ଚିମବଙ୍ଗ…
Read More...
Read More...
ଆମେରିକା ଦୂତାବାସରେ ପୁଣି ରକେଟ ମାଡ।
ବାଗଦାଦ୍,୨୧।୧: ଆମେରିକା ଏବଂ ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାକର ବାଗଦାଦ୍ରେ ଆମେରିକା ଦୂତାବାସ ନିକଟରେ ଥିବା ହାଇ ସିକ୍ୟୁରିଟି ଗ୍ରୀନ୍ ଜୋନ୍ ଅଞ୍ଚଳରେ ଇରାନ୍ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଛିି। କ୍ଷେପଣାସ୍ତ୍ର ମାଡ଼ ହେବାରୁ ସମଗ୍ର ଅଞ୍ଚଳରେ ସାଇରନ୍ ବାଜି…
Read More...
Read More...
ସାବନା ଆଜମିଙ୍କ ଦୁର୍ଘଟଣା। କାରକୁ ପିଟିଲା ଟ୍ରକ।
ମୁମ୍ବାଇ,୧୮।୧: ବଲିଉଡ୍ ଅଭିନେତ୍ରୀ ସବାନା ଆଜମି ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ ଅଖତର ଥିଲେ ମଧ୍ୟ ସେ…
Read More...
Read More...
ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ ମିଲିୟନ ଘୋଷଣା କଲା ଇରାନ
ଇରାନ,(ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ ଡଲାର ଘୋଷଣା କରିଛି ଇରାନ। ଇରାନର ଏହି ଘୋଷଣା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଆହୁରି ବଢିବାର ସମ୍ଭାବନା ରହିଛି। ଅନ୍ୟପଟେ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇ କହିଛନ୍ତି ଯଦି…
Read More...
Read More...
ଏନ ପି ଆର କୁ କ୍ୟାବିନେଟ ମଞ୍ଜୁରୀ। ବ୍ୟବହାର ହେବ ମୋବାଇଲ ଆପ।
ନୂଆଦିଲ୍ଲୀ,୨୪ ।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି)କୁ ନେଇ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା ଏନପିଆରକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…
Read More...
Read More...