banner
Breaking
Browsing Category

ଦେଶ ବିଦେଶ

୭ ବର୍ଷ ୩ ମାସ ୩ ଦିନର ଲଢେଇ ପରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ

ଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସାତ ବର୍ଷ, ତିନି ମାସ ଏବଂ ତିନି ଦିନ ପରେ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଭୋର ୫.୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ। ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି।…
Read More...

ଭାରତରେ ମୃତ୍ୟୁ ସ°ଖ୍ୟା ୫ରେ ପହଞ୍ଚିଲା।

ରାଜସ୍ଥାନ,୨୦ ।୩: ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ…
Read More...

ପାକିସ୍ତାନରେ ବଢିଚାଲିଛି କରୋନା। ୩ ଦିନରେ ଭାରତକୁ ଟପିଲା।

ପାକିସ୍ତାନରେ କରୋନା ଭାଇରସ୍ କ୍ରମାଗତ ଭାବେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଗତ ୩-୪ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସିନ୍ଧ,ଇସଲାମବାଦଓ ଖୈବର-ପାଖନଖୱାଠାରେ ନୂଆ ମାମଲା ଆସିବା ପରେ ପାକିସ୍ତାନରେ କରୋନା…
Read More...

କରୋନା ସାଜିଲା ମହାମାରୀ। ୧୦୫ ଦେଶକୁ ବ୍ୟାପିଲା। ୩୮୧୭ ମୃତ ଭାରତରେ ଜଣେବି ନାହାନ୍ତି।

ଜେନେଭା, (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ସଂକ୍ରମଣ ଏକ ବିଶ୍ୱବ୍ୟାପୀ ବିପଦ ଭାବେ ଦେଖାଦେଇଛି ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।  ଏହି ଭୂତାଣୁ ୧୦୦ରୁ ଅଧିକ ଦେଶରେ ତା’ର ପ୍ରଭାବ ବିସ୍ତାର କରିଛି। ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍‍ରସ୍‍ ଆଧାନୋମ୍‍ ଘେବ୍ରିୟେସସ୍ କହିଛନ୍ତି, ଏହି…
Read More...

ଆମେରିକାରେ ଭୟଙ୍କର ଝଡ । କାର ଉଡିଲା

ଆମେରିକା : ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରେ ଭୀଷଣ ଝଡ ହେବା ଫଳରେ ଅନେକ କିଛି ଧ୍ୱଂସ ହୋଇଯାଇଛି । ଏହି ଘୂର୍ଣ୍ଣବଳୟ ଫଳରେ ସେଠାରେ ୨୫ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେନେସ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବହୁ ସଂଖ୍ୟାର ଲୋକ ମଧ୍ୟ ଆହତ ହୋଇଛନ୍ତି । ଝଡ ସମୟରେ…
Read More...

ଭାରତରେ ପହଞ୍ଚିଲେ ଟ୍ରମ୍ପ। ସ୍ବାଗତକଲେ ମୋଦି

ଅହମଦାବାଦ,୨୪।୨: ଭାରତରେ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା…
Read More...

କରୋନା ପାଇଁ ବାହାରିଲା ଔଷଧ।

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ତିବ୍ବତର ଜଣେ ଡାକ୍ତର ଦାବି କରିଛନ୍ତି। ଏହି ଔଷଧକୁ ବେକରେ କଳା କନାରେ ବାନ୍ଧି ବାରମ୍ବାର ଶୁଙ୍ଘିବା ଦ୍ୱାରା…
Read More...

କରୋନା ପାଇଁ ପୃଥିବୀ ଆତଙ୍କିତ।

ନୂଆଦିଲ୍ଲୀ ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଚାଇନା ପଛକୁ ସଂକ୍ରମିତଙ୍କ ତାଲିକାରେ ଜାପାନ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ…
Read More...

ଆଜି ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ।

ନୂଆଦିଲ୍ଲୀ,୧/୨ : ଶନିବାର କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‍ ଆଗତ କରିବେ। ଶୁକ୍ରବାରଠାରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ…
Read More...

କରୋନା ଭାଇରସ ପାଇଁ ଔଷଧ ଅଛି।

ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି କରୋନା ଭୂତାଣୁ ଏବେ ଭାରତରେ…
Read More...