banner
Breaking

କରୋନା ପାଇଁ ବାହାରିଲା ଔଷଧ।

0

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ତିବ୍ବତର ଜଣେ ଡାକ୍ତର ଦାବି କରିଛନ୍ତି। ଏହି ଔଷଧକୁ ବେକରେ କଳା କନାରେ ବାନ୍ଧି ବାରମ୍ବାର ଶୁଙ୍ଘିବା ଦ୍ୱାରା ଭୁତାଣୁ ସଂକ୍ରମଣ ହେବ ନାହିଁ ବୋଲି ମେକ୍ଲୋଡଙ୍ଗଜ୍‌ ସ୍ଥିତ ତିବ୍ବତ ମେଡ଼ିକାଲ କଲେଜର ଡାକ୍ତର ତେଞ୍ଜିନ୍‌ ୟେଶି ଦାବି କରିଛନ୍ତି। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ୟେଶି କହିଛନ୍ତି। ଏହାକୁ ତିବ୍ବତ ଚିକିତ୍ସା ପଦ୍ଧତିରେ ପ୍ରସ୍ତୁତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.