banner
Breaking
Browsing Category

ଦେଶ ବିଦେଶ

ଭାରତରେ ୨୪ ଘଣ୍ଟାରେ ୧୩୪ ମୃତ୍ୟୁ ୩୭୨୨ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ୨୫୯୨୨ ଆକ୍ରାନ୍ତ।

ନୂଆଦିଲ୍ଲୀ, ୧୪/୫(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗୁରୁବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ…
Read More...

ଖୁବଶୀଘ୍ର ମିଳିବ ଟୀକା ସମ୍ବନ୍ଧୀୟ ଖୁସି ଖବର।

ନୂଆଦିଲ୍ଲୀ: କରୋନାକୁ ରୋକିବା ପାଇଁ ପୃଥିବୀର ସମସ୍ତ ଦେଶ ନିଜର ବୈଜ୍ଞାନିକ ଓ ଡାକ୍ତରି ଦଳ ଏବଂ ଯାନ୍ତ୍ରିକ ଜ୍ଞନକୌଶଳ ଲଗାଇ ଦିନରାତି ଏକ କରି ଲାଗିପଡିଛନ୍ତି। କୋଭିଡ୍-୧୯ ଭୂତାଣୁ ଚିକିତ୍ସା ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଦେଶର ପ୍ରମୁଖ ୧୦ଟି  ସରକାରୀ ଏବଂ ଘରୋଇ ହସ୍ପିଟାଲରେ…
Read More...

୪ର୍ଥ ପର୍ଯ୍ୟାୟ ଲକଡାଉନ୍ ଗଡ଼ିବ ନୂତନ ଭାରତ, ହାରିବା ଶିଖିନି ଭାରତ,ଆମକୁ ସ୍ବାବଲମ୍ବୀ ହେବାକୁ ପଡିବ-ମୋଦି

ନୂଆଦିଲ୍ଲୀ,୧୨/୫(ଓଡ଼ିଆ ନ୍ୟୁଜ) : ଆଜି ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି । ଏହି ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ସୂଚେଇ ଦେଇଛନ୍ତି, ତୃତୀୟ ପର୍ଯ୍ୟାୟ ଲକ ଡାଉନ ପରେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ହେବ । ତୃତୀୟ ପର୍ଯ୍ୟାୟ ଲକ ଡାଉନ…
Read More...

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବାକୁ କେନ୍ଦ୍ରର ଚିଠି।

ଭୁବନେଶ୍ୱର,୧୨ା୫(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୪୫ ରୁ ଊର୍ଦ୍ଧ୍ୱ ଦିନ ଧରି ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ…
Read More...

ଜାତୀୟ ଓ ରାଜ୍ୟର ଅର୍ଥନୀତିକୁ ଦୃଢିଭୁତ କରିବା ପାଇଁ ମୋଦୀଙ୍କୁ ପରାମର୍ଶ ଦେଲେ ନବୀନ।

ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ): ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କାର୍ଯ୍ୟକାରୀ ହେବ କି ନାହିଁ ସେ…
Read More...

ମନମୋହନ ସି°ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ନୂଆଦିଲ୍ଲୀ,୧୧/୫(ଓଡ଼ିଆ ନ୍ୟୁଜ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡା. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ କାର୍ଡିଓଥୋରାସିସ୍‌ ସେଣ୍ଟରରେ ମନମୋହନଙ୍କୁ ରଖି ତାଙ୍କର ଚିକିତ୍ସା କରାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ…
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଅନୁରୂପ ଭାବରେ ଲକ୍ଡ଼ାଉନ କୋହଳ କରି ଲୋକଙ୍କୁ କାମଧନ୍ଦା…
Read More...

ପ୍ରବାସୀ ଫେରିବା ପାଇଁ ରାଜ୍ୟ ସବୁ ସହଯୋଗ କରନ୍ତୁ।

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କ୍ଷେତ୍ରରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟକୁ ପୁନର୍ବାର ଅନୁରୋଧ କରିଛି କେନ୍ଦ୍ର । କିଛି ରାଜ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି, ମାତ୍ର କେତେକ କ୍ଷେତ୍ରରେ ସମନ୍ବୟରେ ତ୍ରୁଟି ରହୁଛି ।…
Read More...

ଓଡିଶା ସମେତ ଅନ୍ୟ ଦୁଇ ରାଜ୍ୟ ସହିତ କଥାହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ ,୭/୫(ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗୁରୁବାର ଓଡ଼ିଶା ସମେତ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ-୧୯ ମୁକାବିଲା ଏବଂ ପ୍ରସ୍ତୁତି…
Read More...

ଟୀକା ଓ ଟେଷ୍ଟି° କ୍ଷେତ୍ରରେ ଭାରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନୂଆଦିଲ୍ଲୀ,୬/୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କରୋନାଭାଇରସ୍ ଟିକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଟିକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।…
Read More...