banner
Breaking
Browsing Category

ଦେଶ ବିଦେଶ

ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ। ବିନା ଗୁଳିରେ ଚୀନର ୪୩ ମୃତ, ଭାରତର ୨୦ ସହିଦ।

ନୂଆଦିଲ୍ଲୀ,୧୭/୬(ଓଡ଼ିଆ ନ୍ୟୁଜ) ଭାରତର ପୂର୍ବ ଲଦାଖରେ ଲାଗି ରହିଥିବା ଭାରତ-ଚୀନ୍‌ ବିବାଦ ତୁଟିବା ପରିବର୍ତ୍ତେ ଅଧିକ ଅଶାନ୍ତ ହୋଇପଡିଛି। ସୋମବାର ବିଳମ୍ବିତ ରାତିରେ ଗଲୱାନ ଉପତ୍ୟକାରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଲଢେଇ ଘଟି ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନ୍ୟ ସହିଦ…
Read More...

ଭାରତରେ ଅଣାୟତ ହେଉଛି କରୋନା।

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇଥିବା​‌ବେଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। ରବିବାର ସକାଳ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୯୨୨କୁ ବୃଦ୍ଧି ପାଇଛି।…
Read More...

ବଲିଉଡ ଅଭିନେତା ସୁଶାନ୍ତ ସି° ରାଜପୁତଙ୍କ ଆତ୍ମହତ୍ୟା।

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ କହିଛି ଯେ, ଗତ ୬ ମାସ ହେବ ସୁଶାନ୍ତ ଡିପ୍ରେସନରେ…
Read More...

କମ୍ପାନୀ ଗୁଡିକୁ ଦରମା ଦେବାପାଇଁ ବାଧ୍ୟ କରିପାରିବେନି କେନ୍ଦ୍ର ସରକାର-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଲକ୍‌ଡାଉନ୍‌ ସମୟରେ ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଲକ୍‌ଡାଉନ ସମୟରେ…
Read More...

କରୋନା ପରୀକ୍ଷାରେ ଓଡ଼ିଆ ଡାକ୍ତରଙ୍କ ସଫଳତା।

କଟକ ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା ରହୁଥିବା ବେଳେ ୨୦ ମିନିଟ ମଧ୍ୟରେ ଏହା ଫଳାଫଳ ଦେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦର୍ଶାଯାଇଛି।…
Read More...

କେଜିରୱାଲଙ୍କ ଠାରେ କରୋନା ଲକ୍ଷଣ।

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେ ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେଣୁ ସେ ଘରେ ଆଇସୋଲେସନରେ ଅଛନ୍ତି।ଆସନ୍ତା କାଲି ତାଙ୍କର କରୋନା ଯାଞ୍ଚ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ରବିବାର…
Read More...

ସେପ୍ଟେମ୍ବର ମାସରେ ପ୍ରଭାବହୀନ ହେବ କରୋନା।

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟରେ ସ୍ବାସ୍ଥ୍ୟ ଓ କରୋନା ବିଶେଷଜ୍ଞମାନେ ଦେଇଛନ୍ତି ଆଶ୍ବସ୍ତିର ଖବର । ସେପ୍ଟେମ୍ବର ମାସ ମଧ୍ୟ ବେଳକୁ ଦେଶରେ କରୋନା ପ୍ରଭାବହୀନ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଜୁନ୍-ଜୁଲାଇ ମାସରେ କରୋନା ସଂକ୍ରମଣ…
Read More...

ଲ୍ୟାଣ୍ଡଫଲ୍ କଲା ବାତ୍ୟା ନିସର୍ଗ।

ନୂଆଦିଲ୍ଲୀ, ୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ କରିଛି। ଏବେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଲିବାଗ ଅଞ୍ଚଳରେ ଜାରି ରହିଛି ଏହା ଆଗାମୀ ୨ଘଣ୍ଟା ପରେ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।…
Read More...

ଓ୍ବାନ ନେସନ ଓ୍ବାନ ରାଶନରେ ଓଡିଶା ସାମିଲ।

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍‌-ପିଡିଏସ୍‌)ସ୍କିମ୍‌ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି…
Read More...

ଦେଶର ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ।

ଭୁବନେଶ୍ୱର, ୨ା୬(ଓଡ଼ିଆ ନ୍ୟୁଜ): କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ନେଇ ଆଇଏଏନଏସ, ସି-ଭୋଟର ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ…
Read More...