banner
Breaking

ଲ୍ୟାଣ୍ଡଫଲ୍ କଲା ବାତ୍ୟା ନିସର୍ଗ।

0

ନୂଆଦିଲ୍ଲୀ, ୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ କରିଛି। ଏବେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଲିବାଗ ଅଞ୍ଚଳରେ ଜାରି ରହିଛି ଏହା ଆଗାମୀ ୨ଘଣ୍ଟା ପରେ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ କରିଥିବା ସ୍ଥାନରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି । ଲ୍ୟାଣ୍ଡଫଲ ପରେ ମଧ୍ୟ ୬ଘଣ୍ଟା ଯାଏଁ ସେଠାରେ ପ୍ରଭାବ ରହିବ । ଏହାସହ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୬୦ରୁ ୭୦କିମି ବେଗରେ ପବନ ବହିବା ଆଶଙ୍କା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.