banner
Breaking

କେଜିରୱାଲଙ୍କ ଠାରେ କରୋନା ଲକ୍ଷଣ।

0

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେ ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେଣୁ ସେ ଘରେ ଆଇସୋଲେସନରେ ଅଛନ୍ତି।ଆସନ୍ତା କାଲି ତାଙ୍କର କରୋନା ଯାଞ୍ଚ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ରବିବାର ଅପରାହ୍ନରୁ ସେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଏବଂ କାହା ସହିତ ସାକ୍ଷାତ କରୁ ନାହାଁନ୍ତି। ତେବେ, ଆଶ୍ବସ୍ତିକର କଥା ହେଉଛି ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.