banner
Breaking
Browsing Category

ଦେଶ ବିଦେଶ

ଓଡ଼ିଶାର ଦୁଇ ବିଧାୟକ ଫେମ ଇଣ୍ଡିଆର ଶ୍ରେଷ୍ଠ ସ୍ଥାନରେ।

ଭୁବନେଶ୍ୱର,୧୬/୮(ବ୍ୟୁରୋ):ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ବିଧାୟକ । ଜଣେ ଶାସକ ବିଜେଡ଼ି ଦଳରୁ ଓ ଅନ୍ୟଜଣେ ବିରୋଧୀ କଂଗ୍ରେସ ଦଳରୁ। ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ…
Read More...

ହନୁମାନଙ୍କୁ ବର ମାଗିଲେ କେଜ୍ରିଓ୍ବାଲ।

ନୂଆଦିଲ୍ଲୀ, ୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର (୧୬ ଅଗଷ୍ଟ) ୫୨ତମ ଜନ୍ମଦିବସ ଥିଲା। ଏହି ବିଶେଷ ଦିବସ ଅବସରରେ କେଜ୍ରିଓ୍ବାଲ ସ୍ତ୍ରୀ ସୁନୀତାଙ୍କ ସହ କନ୍ନାଟ ପ୍ଲେସରେ ଥିବା ହନୁମାନ ମନ୍ଦିର ଦର୍ଶନରେ ଯାଇଥିଲେ। ଏଠାରେ ପ୍ରାର୍ଥନା କରିବା ପରେ କେଜ୍ରିଓ୍ବାଲ୍‌…
Read More...

ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀ,୧୫।୮(ଓଡ଼ିଆ ନ୍ୟୁଜ): ୭୪ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ମୋଦି ପ୍ରଥମେ ରାଜଘାଟ ଯାଇଥିଲେ। ସେଠାରେ ସେ ମାହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ…
Read More...

ରୁଷ ବାହାର କଲା ବିଶ୍ବର ପ୍ରଥମ କରୋନା ଟୀକା।

ମସ୍କୋ,୧୧/୮(ବ୍ୟୁରୋ): କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବ କବଳିତ ହୋଇଛି।ଏଥିରୁ ମୁକ୍ତି ପାଇବା ପାଇଁ ବିଶ୍ବର ବିଭିନ୍ନ ଦେଶ ନିଜ ନିଜ ଜ୍ଞାନ କୌଶଳରେ ଔଷଧ ଓ ଟୀକା ପାଇଁ ଲାଗିପଡିଛନ୍ତି। କିନ୍ତୁ ପ୍ରଥମ ଦେଶ ଭାବେ ରୁଷ ଆଜି ସଫଳତା ହାସଲ କରିଛି। ରୁଷ ପ୍ରସ୍ତୁତ କରୋନା ଟୀକାକୁ…
Read More...

କରଳରେ ବିମାନ ଦୁର୍ଘଟଣା ୧୪ ମୃତ ୧୨୩ ଆହତ।

କେରଳ,୭/୮(ବ୍ୟୁରୋ): କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ…
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭୁବନେଶ୍ୱର,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତୃବୃନ୍ଦ ଏକଶହଆଠ ହନୁମାନ ଚାଳିଶା ପାଠ ଓ ଦୀପ ପ୍ରଜ୍ୱଳନ କରିଛନ୍ତି। ରାଜ୍ୟ ସଭାପତି…
Read More...

ଜିମ୍ ଓ ଯୋଗକେନ୍ଦ୍ର ପାଇଁ ଜାରିହେଲା ଗାଇଡଲାଇନ୍।

ନୂଆଦିଲ୍ଲୀ,୩/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ ଅନଲକ - ୩.ଆରମ୍ଭ ହୋଇଯାଇଛି । ଅନଲକ ୩ ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି ।…
Read More...

ସ୍କୁଲ ପିଲାମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା।

ନୂଆଦିଲ୍ଲୀ : ସ୍କୁଲ ଯାଉଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଖାଦ୍ୟସୁରକ୍ଷା ଭତ୍ତା ଦିଆଯିବ। କେନ୍ଦ୍ର ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭତ୍ତା ଅନୁସାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳ ଓ ଅନ୍ୟାନ୍ୟ…
Read More...

ଦେଶରେ ଆଜି ସର୍ବାଧିକ ଆରୋଗ୍ୟ।

ନୂଆଦିଲ୍ଲୀ,୨/୮(ବ୍ୟୁରୋ):ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି…
Read More...

ଜାରିହେଲା ଅନଲକ-୩ ଗାଇଡଲାଇନ୍। ଉଠିଲା ରାତ୍ରି କର୍ଫ୍ୟୁ।

ନୂଆଦିଲ୍ଲୀ, ୨୯ା୭(ଓଡ଼ିଆ ନ୍ୟୁଜ): ଦେଶରେ ଅନଲକ-୩ ପାଇଁ ଆଜି ଗାଇଡ଼ଲାଇନ ଜାରି ହୋଇଛି । ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ । କିିନ୍ତୁ ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ…
Read More...