banner
Breaking

ରୁଷ ବାହାର କଲା ବିଶ୍ବର ପ୍ରଥମ କରୋନା ଟୀକା।

0

ମସ୍କୋ,୧୧/୮(ବ୍ୟୁରୋ): କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବ କବଳିତ ହୋଇଛି।ଏଥିରୁ ମୁକ୍ତି ପାଇବା ପାଇଁ ବିଶ୍ବର ବିଭିନ୍ନ ଦେଶ ନିଜ ନିଜ ଜ୍ଞାନ କୌଶଳରେ ଔଷଧ ଓ ଟୀକା ପାଇଁ ଲାଗିପଡିଛନ୍ତି। କିନ୍ତୁ ପ୍ରଥମ ଦେଶ ଭାବେ ରୁଷ ଆଜି ସଫଳତା ହାସଲ କରିଛି। ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.