Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଦେଶ ବିଦେଶ
ପୁଣି ସପ୍ତାହେ ବଢିଲା ଦିଲ୍ଲୀ ଲକଡାଉନ୍।
ନୂଆଦିଲ୍ଲୀ,୧।୫ : ଦିଲ୍ଲୀରେ ଶେଷ ହେବ ନାହିଁ ଲକ୍ଡାଉନ। କୋଭିଡ୍ ଲକ୍ଡାଉନକୁ ଆହୁରି ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଏ ନେଇ ଶନିବାର ସନ୍ଧ୍ୟାରେ ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।
ଦେଶର ରାଜଧାନୀରେ ଅପ୍ରିଲ ୧୯ ତାରିଖରୁ ଲକ୍ଡାଉନ ଜାରି…
Read More...
Read More...
ଭାରତରେ ପହଞ୍ଚିଲା ରୁଷ୍ ଟିକା।
ନୂଆଦିଲ୍ଲୀ,୧।୫: ରୁଷରେ ପ୍ରସ୍ତୁତ ସ୍ପୁଟନିକ-ଭି କରୋନା ଟିକା ଶନିବାର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ପରେ ରୁଷର ସ୍ପୁଟନିକ-ଭି ଟିକା ମଧ୍ୟ ଦେଶବାସୀଙ୍କୁ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା…
Read More...
Read More...
ଅକ୍ଟୋବରରେ ଆସିବ କରୋନାର ତୃତୀୟ ଲହର।
ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ତେବେ ପୁଣି ବିପଦ ଘନେଇବାରେ ଲାଗିଛି। କରୋନାର ତୃତୀୟ ଲହର ଚଳିତ ବର୍ଷ ଅକ୍ଟୋବରରେ ଆସିବ ବୋଲି କର୍ନାଟକର ଟେକ୍ନିକାଲ କମିଟି (ଟିଏସି) ପକ୍ଷରୁ…
Read More...
Read More...
ସୋସିଆଲ ମିଡିଆରେ କଟକଣା ଲାଗି ପାରିବ ନାହିଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି ରାଷ୍ଟ୍ର କଟକଣା ଲଗାଇବା ଉଚିତ ନୁହେଁ। ସୋସିଆଲ ମିଡିଆରେ ସୂଚନାର ଅବାଧ ପ୍ରବାହ ଉପରେ କଟକଣା ଲଗାଇବାର ଯେକୌଣସି ଉଦ୍ୟମକୁ ଅଦାଲତ…
Read More...
Read More...
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ୧୦ଟି ପ୍ରଶ୍ନ?
କୋଭିଡ୍ ଟିକା ଉତ୍ପାଦନକାରୀ କମ୍ପାନୀରେ ସରକାର ଅର୍ଥ ବିନିଯୋଗ କରିଥିବାରୁ ଟିକା ସର୍ବସାଧାରଣ ସାମଗ୍ରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ନୀତି କାହିଁକି ଆପଣାଉ ନାହାନ୍ତି ଏବଂ ୧୦୦ ପ୍ରତିଶତ ଟିକା କ’ଣ ପାଇଁ କିଣୁନାହାନ୍ତି ବୋଲି ସର୍ବୋଚ୍ଚ…
Read More...
Read More...
କୋଭିଡ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ। କେମିତି ଜାଣନ୍ତୁ।
ବର୍ତ୍ତମାନ ସମଗ୍ର ଦେଶରେ କରୋନା ତାଣ୍ଡବ ଜାରି ରହିଛି । ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ କାହାର ମୃତ୍ୟୁ ଘଟିବ, ତାହା କହିହେବ ନାହିଁ । ତେଣୁ ଏହି ସମୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଆପଣମାନଙ୍କୁ ସହାୟତା ଯୋଗାଇଦେବ…
Read More...
Read More...
କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ୧୪ ମୃତ।
ଗୁଜୁରାଟ,୧/୫ : କରୋନା ମହାମାରୀ ବଢିବଢି ଚାଲିଥିବା ବେଳେ ଗୁଜରାଟର ଭାରୁଚରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଭାରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ରାତି ପ୍ରାୟ ୧୨.୩୦ ସମୟରେ…
Read More...
Read More...
କରୋନା ଡବଲ ମ୍ୟୁଟାଣ୍ଟ ଭୂତାଣୁକୁ ପ୍ରତିହତ କରିବ କୋଭାକ୍ସିନ ।
ଓ୍ୱାଶିଂଟନ : ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନା ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ ବୋଲି ଆମେରିକା ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଖଉଟି ଘୋଷଣା କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପୂର୍ବରୁ ହୋଇଥିବା କୋଭାକ୍ସିନ ଟିକା ଡବଲ…
Read More...
Read More...
ମୋଦୀଙ୍କୁ ନବୀନଙ୍କ ଚିଠି।
ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି। ହେଲେ ଏହି ଖର୍ଚ୍ଚ ଛାଡ଼ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ…
Read More...
Read More...
ବାତିଲ ହେଲା ଚାରିଧାମ ଯାତ୍ରା।
ଡେରାଡୁନ୍,୨୯ା୪: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ ହେବାକୁ ଥିଲା। ଭାରତରେ କରୋନର…
Read More...
Read More...