banner
Breaking

ଭାରତରେ ପହଞ୍ଚିଲା ରୁଷ୍ ଟିକା।

0

ନୂଆଦିଲ୍ଲୀ,୧।୫: ରୁଷରେ ପ୍ରସ୍ତୁତ ସ୍ପୁଟନିକ-ଭି କରୋନା ଟିକା ଶନିବାର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ପରେ ରୁଷର ସ୍ପୁଟନିକ-ଭି ଟିକା ମଧ୍ୟ ଦେଶବାସୀଙ୍କୁ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି । ରୁଷର ଏହି ଟିକା ଭାରତରେ ପହଞ୍ଚିବା ପରେ କରୋନା ଟିକାକରଣ ଅଭିଯାନ ଆହୁରି ଦ୍ରୁତ ହେବ ବୋଲି ଆଶା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.