Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ପୁରୀ ଦୁଷ୍କର୍ମ ଘଟଣା ରେଡଫ୍ଲାଗ ନାମରେ ନାମିତ କଲା ଓଡିଶା ପୋଲିସ।
ଭୁବନେଶ୍ବର,୪।୧୨(ବ୍ୟୁରୋ) : ପୁରୀ ନାବାଳିକା ଗଣବଳାତ୍କାର ଘଟଣାକୁ ଓଡ଼ିଶା ପୁଲିସ ରେଡଫ୍ଲାଗ୍ ମାମଲା ଭାବେ ବିବେଚନା କରିଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ଡ. ସତ୍ୟଜିତ ମହାନ୍ତି। ଗଣମାଧ୍ୟମକୁ…
Read More...
Read More...
ଗଣଦୁଷ୍କର୍ମକୁ ନିନ୍ଦା କରି ଆମ୍ବିସନ କ୍ଲବ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ରାଲି।
ଭୁବନେଶ୍ୱର, ୪।୧୨ (ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଠାରେ ଆମ୍ବିସନ କ୍ଲବ ପକ୍ଷରୁ ଗଣଦୁଷ୍କର୍ମକୁ ବିରୋଧ କରି ଏକ ବିଶାଳ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜସେବୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିକୁ ଆମ୍ବିସନ କ୍ଲବର ଆବାହକ…
Read More...
Read More...
ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଯୁବକ ମୃତ୍ୟୁ। ଏହା ଦୁର୍ଘଟଣା ନା ହତ୍ୟା ସନ୍ଦେହରେ ସମସ୍ତେ।
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାର ଅଞ୍ଚଳରୁ ଜଣେ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳ ସୁନୀଲ ସେଠୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ପଚରାଉଚରା କରିବା ସହ ତଦନ୍ତ ଜାରି ରହିଛି। ପୋଲିସ ଏହାକୁ…
Read More...
Read More...
ଭୁଜାଲିରେ ହାଣିଲେ ଲୁଟିଲେ।
କେନ୍ଦ୍ରାପଡା୧/୧୨(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ମାଟିଆ ,କଣ୍ଡିଆ ନିକଟରେ ସଂଦ୍ଧ୍ଯା ୬ ଘଣ୍ଟା ସମୟରେ ସୁନା ଗହଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୂଜାଲିରେ ହାଣି ଦୁର୍ବୁର୍ତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ସହିତ ନଗଦ ଟଙ୍କା ଲୁଟି ନେଇଥିବା…
Read More...
Read More...
ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ।
ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍ସ ନଗରରେ ଥିବା ସନସିପ୍ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ ଉକ୍ତ ହୋଟେଲରୁ ୬ ଜଣ ବଙ୍ଗୀୟ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାେରେ ଉଦ୍ଧାର କରିବା ସହ ୨ ଜଣ ଦଲାଲ, ଜଣେ ଗ୍ରାହକ ଏବଂ ହୋଟେଲ…
Read More...
Read More...
ଅପ୍ରାକୃତିକ ଯୌନ କ୍ରୀଡା କଲେ କର୍ମଚାରୀ।
ଖୋର୍ଦ୍ଧା : ନାବାଳକ ପୁଅକୁ ଅପ୍ରାକୃତିକ ଯୌନ କ୍ରିୟା ଓ ମା’କୁ ବଳାତ୍କାର କରି ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟର ଷ୍ଟେନୋ ସୁରେନ୍ଦ୍ର ବାରିକ (୫୮) ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର ପରେ…
Read More...
Read More...
ମହିମା ମିଶ୍ରଙ୍କୁ ମିଳିଲା ଜାମିନ।
ଭୁବନେଶ୍ୱର : ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ…
Read More...
Read More...
ବନ୍ଦଘରୁ ମୃତଦେହ ଉଦ୍ଧାର।
ସମ୍ବଲପୁର,୧୫/୧୧(ବ୍ୟୁରୋ): ସମ୍ବଲପୁରର ମୋଦୀପଡ଼ାର ପାଣି ଟାଙ୍କି ନିକଟରେ ଥିବା ଏକ ବନ୍ଦ ଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ରୁ ୪ ଦିନ ହେବ ଉକ୍ତ ଘରର କବାଟରେ ତାଲା ପଡ଼ିଥିଲା। ମାତ୍ର ଗୁରୁବାର ସେହି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପୁଲିସକୁ ସ୍ଥାନୀୟଲୋକେ…
Read More...
Read More...
ସେକ୍ସ ରାକେଟ ଟାବ। ରାଣୀ ମହୁମାଛି ଗିରଫ।
ବରଗଡ଼,(ବ୍ୟୁରୋ): ପାଇକମାଲ ଥାନା ନୃସିଂହନାଥ ରାସ୍ତା ତହସିଲ ଛକ ନିକଟରେ ଥିବା ଏକ ଘରେ ଶୁକ୍ରବାର ରାତିରେ ପାଇକମାଲ ପୁଲିସ ଚଢ଼ାଉ କରି ଏକ ସେକ୍ସ ରାକେଟର ଠାବ କରିଛି। ପ୍ରାପ୍ତ ସୂଚନା ଅନୁସାରେ ତହସିଲ ଛକ ନିକଟସ୍ଥ ରହୁଥିବା ଶାନ୍ତିଲତା ବନଛୋର (୩୫)ନାମକ ମହିଳା ଘରେ ତିନିଜଣ ଯୁବତୀଙ୍କୁ…
Read More...
Read More...
ପାକିସ୍ତାନୀ ହନି ଟ୍ରାପରେ ଓଡିଆ ଜବାନ।
ନୂଆଦିଲ୍ଲୀ,୯।୧୧(ବ୍ୟୁରୋ): ପାକିସ୍ତାନର କୁଖ୍ୟାତ୍ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ହନିଟ୍ରାପ୍ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି…
Read More...
Read More...