banner
Breaking

ଭୁଜାଲିରେ ହାଣିଲେ ଲୁଟିଲେ।

0

କେନ୍ଦ୍ରାପଡା୧/୧୨(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ମାଟିଆ ,କଣ୍ଡିଆ ନିକଟରେ ସଂଦ୍ଧ୍ଯା ୬ ଘଣ୍ଟା ସମୟରେ ସୁନା ଗହଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୂଜାଲିରେ ହାଣି ଦୁର୍ବୁର୍ତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ସହିତ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ମାଟିଆ ଗାଁର ବିଜୟ ସାହୁ , ବିଜୟଙ୍କ ପୁଅ ରାଧାଗୋବିନ୍ଦ ସାହୁ ଓ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ରିପୋର୍ଟ-ରମେଶ ଚନ୍ଦ୍ର ପଣ୍ଡା

Khansweb Solution Bhubaneswar

Leave A Reply

Your email address will not be published.