banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଡିଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଡଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉର ଭୁବନେଶ୍ୱର ଭସାଣି ଉତ୍ସବରେ ଉର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ରହଣ…
Read More...

ଉତ୍ତର ଭୁବନେଶ୍ୱରରେ ଭସାଣି ମହୋତ୍ସବ, ଭାଇଚାରାର ମନ୍ତ୍ରରେ ବିଦାୟ ନେଲେ “ମା”

ଭୁବନେଶ୍ୱର : ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଦୁଇବର୍ଷ କରୋନା ମହାମାରୀ କାରଣରୁ ନିରାଡମ୍ବରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମଣ୍ଡପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା…
Read More...

ଜୟ ଜଗନ୍ନାଥ ପରିବାର ପକ୍ଷରୁ ମହାପ୍ରସାଦ ବଣ୍ଟନ

ଭୁବନେଶ୍ୱର ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଞ୍ଚେଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାର ପକ୍ଷରୁ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅଷ୍ଟମୀ ଦିନ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ…
Read More...

ଜନ୍ମପୀଠକୁ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କର-ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର୍ଯ୍ୟାୟନରେ ବେଶ ଅଗ୍ରଗତି ହୋଇଛି ।…
Read More...

ରୟାଲ ପ୍ୟାଲେସରେ ବିରାଜିବେ ମା

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ) : ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଚାରିଆଡେ ଖୁସିର ମାହୋଲ। ଦୁଇ ବର୍ଷ ପରେ ଭକ୍ତମାନେ ଦର୍ଶନ କରିବେ ମା’ ଦଶଭୁଜାଙ୍କୁ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରୁ ବାଦ୍‌ପଡ଼ିନି ଡମଣା ଗୋପୀନାଥ…
Read More...

ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବା ପାଇଁ ଶାନ୍ତି କମିଟିର ନିବେଦନ

ଭୁବନେଶ୍ୱର – ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ କ୍ରିଷ୍ଟାଲ କୋର୍ଟୟାତ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର କରାଳ ଦାଉରେ ଦୁଇ ବର୍ଷ ନିରାଡମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳନ ହେବାକୁ ଯାଉଛି । ତେଣୁ…
Read More...

ଶ୍ରୀ ଲୋକନାଥ ପୀଠରେ ୫ଟି ସଚିବଙ୍କ ସମୀକ୍ଷା

ପୁରୀ :୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ସେବାୟତମାନେ ଦୀର୍ଘଦିନ ଧରି ମନ୍ଦିରର ନବକଳେବର ପାଇଁ ଦାବି କରୁଥିବାବେଳେ ସୋମବାର ୫-ଟି ସଚିବ ପାଣ୍ଡିଆନ୍‌…
Read More...

୪୦ତମ ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ମସିହା ପାଇଁ ‘୪୦ତମ ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା କରାଯାଇଛି। ୮ଜଣ ଶିଳ୍ପୀ ଏହି ପୁରସ୍କାର ପାଇବେ। ସେମାନେ ହେଲେ ଭାସ୍କର୍ଯ୍ୟରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ରବି ନାରାୟଣ ଗୁପ୍ତା ଓ ଟୁକୁନା…
Read More...

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶିତ

ଭୁବନେଶ୍ୱର, : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ…
Read More...

ନୂଆଖାଇ ପାଳିତ

ସମ୍ବଲପୁର,:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାସମ୍ବଲପୁରନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍…
Read More...