banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଭୁବନେଶ୍ୱରରେ ପାଳନ ହେବନାହିଁ ରଜ ମଉଜ।

ଭୁବନେଶ୍ୱର, (ବ୍ୟୁରୋ)- ଦିନକୁ ଦିନ ଭୁବନେଶ୍ୱରରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳୁଛି। ବିଶେଷ କରି ଏବେ ରଜ ପର୍ବ ଥିବାରୁ ହାଟ, ବଜାରରେ ଲୋକମାନେ ଭିଡ଼ ଳଗାଉଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବା ସହ ଗହଳି ସ୍ଥାନକୁ ନ ଯିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଆସୁଥିଲେ…
Read More...

ରଜପର୍ବ ପାଇଁ ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ।

ଭୁବନେଶ୍ଵର,୧୧/୬(ଓଡ଼ିଆ ନ୍ୟୁଜ): ରଜପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଆଗକୁ ଓଡିଶାର ପ୍ରମୁଖ ପର୍ବ ରଜ ଆସୁଛି ।  ସେଥିପାଇଁ ସମସ୍ତଙ୍କୁ ରଜ ପର୍ବର…
Read More...

କରୋନା ପାଇଁ ମନ୍ଦିର ସେବାୟତ ଖାଇବେ ହୋମିଓପ୍ୟାଥିକ ଔଷଧ।

ପୁରୀ : ମହାମାରୀ କୋରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ହୋମିଓପାଥିକ ଔଷଓ ପ୍ରଦାନ କରାଯିବ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ…
Read More...

ଦ୍ବିତୀୟ ଭୂଇଁ ରଥ ଉପରକୁ ଉଠିଲା।

ପୁରୀ ,୭।୬(ବ୍ୟୁରୋ): ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର ରଥଖଳାରେ ତୃତୀୟ ଭୂଇଁ କାମ ଶେଷ ହୋଇଛି। ଏତଦ୍‌ବ୍ୟତୀତ ତିନିରଥରେ ନଡ଼ିଆ ଗର (ଖଦିଓରା) ରଥଦଣ୍ଡା ସହ ୧୪ ନାହାକା…
Read More...

ପ୍ରଭୁଙ୍କୁ ଜ୍ବର, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା।

ପୁରୀ ,୭।୬(ଓଡ଼ିଆ ନ୍ୟୁଜ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛନ୍ତି ଶ୍ରୀଅଙ୍ଗ ସେବକ ଦଇତାପତି। ମଧ୍ୟାହ୍ନ ଧୂପ ସରିବା ପରେ…
Read More...

ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସରସ୍ବତୀ କଳା ପରିଷଦ ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ…

କଟକ,୩୦/୫(ଓଡ଼ିଆ ନ୍ୟୁଜ):ସରସ୍ବତୀ କଳା ପରିଷଦ, କଳାବିହାର,କନ୍ଦରପୁର ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓ ତାଙ୍କ ବାର୍ତାରେ ଅନୁପ୍ରାଣିତ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ,ସେମାନଙ୍କୁ ଉତ୍ସାହ ଯୋଗାଇବା ପୂର୍ବକ କାନ୍ତକବି…
Read More...

ସରକାରଙ୍କ ହାତରେ ରଥଯାତ୍ରା ଡୋରି।

ପୁରୀ , ୩୦।୫(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଶନିବାର ଭୁବନେଶ୍ୱର ଓ ପୁରୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ…
Read More...

ଭିଏସ୍‍ଏସ୍‍ ନଗର ଅଞ୍ଚଳବାସୀଙ୍କ ନିଆରା ଉଦ୍ୟମ: ‘ବନ୍ଦେ ଉତ୍କଳ ଜନନୀ’ଗାଇଲେ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର, ୩୦ା୫(ଓଡ଼ିଆ ନ୍ୟୂଜ): ମାତୃଶକ୍ତି ଜଗତର ଶ୍ରେଷ୍ଠ ଶକ୍ତି । ମାତୃଶକ୍ତି ନିକଟରେ ସମସ୍ତ ଅଶୁଭ ଓ ରାକ୍ଷାସ ହାରମାନିଥାଏ । ତେଣୁ ମା’ କୋଳ ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରାଯାଏ । ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ…
Read More...

ଶ୍ରୀବଳଦେବଜୀୟୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ।

କେନ୍ଦ୍ରାପଡ଼ା , ୨୯।୫(ଓଡ଼ିଆ ନ୍ୟୂଜ): ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ ମଣୋହି, ୧ଟାରେ ମଙ୍ଗଳାର୍ପଣ, ୧ଟା୩୦ରେ…
Read More...

୯୦ ଦଶକର ଚର୍ଚ୍ଚିତ ଯାତ୍ରା ନାୟିକା ମିନା ଏବେ ରଙ୍ଗ ମିସ୍ତ୍ରୀ

ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ମନୋରଞ୍ଜନର ସିଧାସଳଖ ମାଧ୍ୟମ ହେଉଛି ଯାତ୍ରା। ଗାଁ ହେଉ କି ସହର ରାତ୍ରିର ନିର୍ଜନତା ଭିତରେ ଭାସିଆସେ ଭିଲିଆନର ସେହି ଲୋମ ଟାଙ୍କୁରା ସ°ଳାପ ଏ ମୀନା ଖୂମ୍ପି ଦେଲୁ,ଭଲ କଲୁ, ତୋର ଏହି ଖୂମ୍ପାଟା ମୋ ଆଖିର ଲେନ୍ସ ଭିତରେ ଗୋଟିଏ ଗାର ହୋଇ ରହିଗଲା, ଆଜି ମୁଁ…
Read More...