banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର,୧୭/୯(ଓଡ଼ିଆ ନ୍ୟୁଜ): ଅନ୍ତରାଷ୍ଟ୍ରୀୟ ମହାବୋଧି ସମିତିର ପ୍ରତିଷ୍ଠାତା ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜନ୍ମୋତ୍ସବ, ମହାବୋଧି ସମିତି ଓଡିଶା ଶାଖା ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସମିତିର କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଭକ୍ତି…
Read More...

ରାଜ୍ୟରେ ନିରାଡମ୍ବରରେ ବିଶ୍ବକର୍ମା ପୂଜା ପାଳିତ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ): କୋଭିଡ଼୍‍ କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହୋଇଛି ବିଶ୍ୱକର୍ମା ପୂଜା। ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଦୋକାନ ମାନଙ୍କରେ ଏହି ପୂଜା ଆଜି ପାଳିତ ହୋଇଯାଇଛି। ତେବେ ରାଜ୍ୟର କୌଣସି ସ୍ଥାନରେ…
Read More...

ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ରୁଜୁ ହେଲା ମାମଲା।

କଟକ ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ସହରର ଅନ୍ୟ ୨୪ଟି ପୂଜା କମିଟି ଓ ଭୁବନେଶ୍ୱରର…
Read More...

ଆରମ୍ଭ ହେଲା ଶାରଦୀୟ ପୂଜା। ପୀଠରେ ପୂଜା ପାଇଲେ ମା।

ବାଙ୍କୀ,୧୧/୯(ଓଡ଼ିଆ ନ୍ୟୁଜ): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଗତକାଲି ଆଶ୍ୱୀନ କୃଷ୍ଣ ମୂଳା ଷ୍ଟମୀ ଗୁରୁବାର ପ୍ରଭାତରୁ ଶାରଦୀୟ ଦୂର୍ଗାପୂଜା ଶୋଡଷ ଉପଚାରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଏହି ପୂଜା ୧୬ ଦିନ ହେଉଥିବା ବେଳେ ଚଳିତ ବର୍ଷ ମଳମାସ ଯୋଗୁ ୪୪ ଦିନ ହେବ…
Read More...

ଆରମ୍ଭ ହେଲା ପିତୃପକ୍ଷ।

ପୁରୀ ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ।…
Read More...

ଦେଶ ଓ ଜାତିର ଉନ୍ନତି ପାଇଁ ଲେଖନୀ ଚାଳନା କରିବାକୁ ଆହ୍ୱାନ

ଭୁବନେଶ୍ୱର,୨/୯(ଓଡ଼ିଆ ନ୍ୟୁଜ): ବିନ୍ଦୁ ସାହିତ୍ୟ ସମାଜ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍‌ଘାଟନ କରି ଆଜିର କବିମାନେ ଦେଶ ଓ ଜାତିର ଉନ୍ନତି ପାଇଁ ସେମାନଙ୍କ ଲେଖନୀ ଚାଳନା କରିବାକୁ ଆହ୍ୱାନ…
Read More...

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ବୈଠକ।

ଭୁବନେଶ୍ୱର,୨/୯(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଯୋଗୁ ସମସ୍ତ ପୂଜାପର୍ବ ଉପରେ କଟକଣା ଲାଗିଛି। ସେହିପରି ଭୁବନେଶ୍ୱରେ ଦୁର୍ଗାପୂଜା କେମିତି ହେବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ଏହି ବୈଠକ ହୋଇଥିଲା। ଏହି ବୈଠକରେ ଚଳିତବର୍ଷ…
Read More...

ଢେ଼ଙ୍କାନାଳ ଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୂଳ।

ଢେଙ୍କାନାଳ,୩୧ା୮(ବ୍ୟୁରୋ): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ବ୍ରାହ୍ମଣୀ ନଦୀ, ବଡ଼ଯୋରା ସମେତ…
Read More...

ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ।

ଭୁବନେଶ୍ବର,୩୦/୮(ଓଡ଼ିଆ ନ୍ୟୁଜ): ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ…
Read More...

ବିନା ଆଡମ୍ବରରେ ହେବ କଟକ ଦୁର୍ଗାପୂଜା।

କଟକ ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ ପୂଜା ହେବ। ଭସାଣ ଯାତ୍ରା ହେବନାହିଁ। କେବଳ…
Read More...