Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୦ କୋଟିର ପ୍ୟାକେଜ
ଭୁବନେଶ୍ବର,୨୧/୭(ବ୍ୟୁରୋ): କରୋନା ମୁକାବିଲା ଲାଗି ସରକାର ପୁଣି ନେଇଛନ୍ତି ଏକ ବଡ଼ ପଦକ୍ଷେପ । କଟକ ଓ ଖୋର୍ଧା ଜିଲାରେ ବସ୍ତି ଉପରେ ଅଧିକ ଫୋକସ କରିବା ସହ ଅତିରିକ୍ତ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରାନ୍ତ ସମୀକ୍ଷା ସମୟରେ…
Read More...
Read More...
ବରିଷ୍ଠ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି।
ଜଗତସିଂହପୁର,୧୬/୭(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ସଂସ୍କୃତି ଭବନ ଠାରେ ଦିବଂଗତ ତିର୍ତ୍ତୋଲ ବିଧାୟକ ଜଗତସିଂହପୁରର ମଉଡମଣି,ନୂତନ ଜଗତସିଂହପୁରର ନିର୍ମାତା ବିଷ୍ଣୁ ଦାସଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜଗତସିଂହପୁର ବିଧାୟକ…
Read More...
Read More...
ଆସନ୍ତା କାଲିଠାରୁ ଲକଡାଉନ।
ଭୁବନେଶ୍ବର,୧୬/୭(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୧୭ ତାରିଖ ଶୁକ୍ରବାର ରାତି ୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା…
Read More...
Read More...
ଭୁବନେଶ୍ୱରରେ ଆଜି ପୁଣି ୫୧ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୧୪/୭(ଓଡ଼ିଆ ନ୍ୟୁଜ):ଭୁବନେଶ୍ୱରରୁ ଆଜି ପୁଣି ୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୫ ଜଣ ଥିଲାବେଳେ ସ୍ଥାନୀୟ ଅଞ୍ଚଳରୁ ୧୬ ଜଣ ଅଟନ୍ତି।
୧୬ ଜଣ ଲୋକାଲ୍ ଆକ୍ରାନ୍ତଙ୍କ ମଧ୍ୟରେ ସରକାରୀ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା…
Read More...
Read More...
ଭୁବନେଶ୍ୱରରେ ଆଜି ପୁଣି ୧୪ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୧୩।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଆଜି ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ଆଜି ଚିହ୍ନଟଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ ୪ ଜଣ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳର ୧୦ ଜଣ ଅଛନ୍ତି। କ୍ବାରେଣ୍ଟାଇନ ସେଣ୍ଟରରୁ…
Read More...
Read More...
କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର ,୧୨/୦୭: ସମଗ୍ର ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଥିରୁ ବାଦ ପଡିନି ଓଡିଶା । ଏହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷପ ମାନ ନିଆ ଯାଉଛି । ଯାହାକୁ ଜନସାଧାରଣ ଙ୍କ ନିକଟରେ ପହାଇବାର ପ୍ରମୁଖ ଭୁମିକା…
Read More...
Read More...
ଭୁବନେଶ୍ୱରରୁ ଆଜି ପୁଣି ୬୪ ଆକ୍ରାନ୍ତ ଚିହ୍ନଟ।
ଭୁବନେଶ୍ୱର,୧୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରୁ ଆଜି ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୭୦୪କୁ ବୃଦ୍ଧି ପାଇଛି।ସେଥିରୁ…
Read More...
Read More...
ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ।
ଭୁବନେଶ୍ୱର, ୧୧ା୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଶନିବାରଠାରୁ ସହରରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଆଇଏମସିଆର ଓ ବିଏମସିର ମିଳିତ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘରକୁ ଘର , ବସ୍ତିକୁ ବସ୍ତି ବୁଲି କର୍ମଚାରୀ…
Read More...
Read More...
ଭୁବନେଶ୍ୱର ଏବେ ଚୀନର ଉହାନ ନା ଆମେରିକାର ନିୟୁର୍କ।
ଭୁବନେଶ୍ଵର,୧୧/୭(ଓଡ଼ିଆ ନ୍ୟୁଜ): ଚୀନର ଉହାନ ଥିବା ଭୁବନେଶ୍ୱର ଆଜି ଆମେରିକାର ନିୟୁର୍କ ପାଲଟି ଯାଇଛି। ଏକଥା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ପ୍ରଶାସନିକ ତତ୍ପରତାରେ ଲକଡାଉନ,ସଟଡାଉନ,କଣ୍ଟେନମେଣ୍ଟ…
Read More...
Read More...
ସ୍ବର୍ଗତ ବିଷ୍ଣୁ ଦାସଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ
ଜଗତସିଂହପୁର,୧୦/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ, ବିଧାୟକ, ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ଏବଂ ବିଭିନ୍ନ ଲୋକମାନଙ୍କ ସୁଅ ଛୁଟିଛି। ଆଜି ଜଙ୍ଗଲ ଓ ପରିବେଶ…
Read More...
Read More...