Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
୮ ନମ୍ବର ୱାର୍ଡରେ ମନୋଜ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା
ଭୁବନେଶ୍ୱର ୨୬/୮(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନୂତନ ଟିମ୍ ଗଠନ କରିଛନ୍ତି ।
ଏହି କ୍ରମରେ ୮ ନମ୍ବର ୱାର୍ଡର ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କୁ ଜିଲ୍ଲା ସାଧାରଣ…
Read More...
Read More...
ବର୍ଷା ପାଣିରେ ବୁଡିଗଲେ ଆଖଣ୍ଡଳମଣୀ।
ଭଦ୍ରକ, ୨୬।୮,(ବ୍ୟୁରୋ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷା ପାଣି ପ୍ରବେଶ କରିବାରୁ ବାବା ଆଖଣ୍ଡଳମଣି ସମ୍ପୂର୍ଣ୍ଣ ଭାବେ ବୁଡିଯାଇଥିଲେ। ଲିଙ୍ଗ ବୁଡି ରହିଥିବାରୁ ବୁଧବାର ସକାଳେ ମଙ୍ଗଳଆଳତି ହେବାରେ ବିଳମ୍ବ ହୋଇଥିଲା। ପରେ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଲୁଆଖାଇ ସେତୁ ଲୋକାର୍ପିତ।
ଭୁବନେଶ୍ବର,୨୧/୮(ଓଡ଼ିଆ ନ୍ୟୁଜ): କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ…
Read More...
Read More...
ସୁରକ୍ଷିତ ଶୈଶବ ଦ୍ଵାରା ସୁରକ୍ଷିତ ଭାରତ ସମ୍ଭବ । ଶିଶୁ ଚାଲାଣ ନିରୋଧ ସମ୍ପର୍କିତ ଓବିନାର।
ଭୁବନେଶ୍ୱର,୨୧/୮(ଓଡ଼ିଆ ନ୍ୟୁଜ): ବଚପନ ବଚାଓ ଆନ୍ଦୋଳନ, ମମ ଟ୍ରଷ୍ଟ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ,ଏନ.ଏସ.ଏସ ୟୁନିଟ,ସମ୍ବଲପୁର ର ମିଳିତ ଆନୁକୁଲ୍ୟ ରେ ଶିଶୁ ଚାଲାଣ ସମ୍ପର୍କିତ ଓବିନାର ଆଜି ଅନୁଷ୍ଠିତ ହୋଇଥିଲା I ଏଥିରେ ଓଡିଶା ଉଚତମ ନ୍ୟାୟଳୟ ର ବରିଷ୍ଠ ଓକିଲ ତଥା…
Read More...
Read More...
ବିଏମସିର ନୂଆ ଗାଇଡଲାଇନ।
ଭୁବନେଶ୍ୱର,୧୯ା୮(ଓଡ଼ିଆ ନ୍ୟୁଜ): କୋଭିଡ୍ କେୟାର ହୋମ୍ (ସିସିଏଚ୍) ବନ୍ଦୋବସ୍ତ କରିବା ପାଇଁ ବିଏମ୍ସି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସ୍ଓପି) ଜାରି କରିଛି। ଗାଇଡ୍ଲାଇନ୍ସକୁ ଅନୁପାଳନ କରି ସିସିଏଚ୍ କରିବାକୁ ବିଭିନ୍ନ ଆବାସିକ କଲ୍ୟାଣ ସଂଘ ଏବଂ ଆବାସିକ ସମାଜକୁ…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍
ଭୁବନେଶ୍ୱର,୧୮/୮(ଓଡ଼ିଆ ନ୍ୟୁଜ):କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍ । ଭର୍ଚୁଆଲ୍ ମାଧ୍ୟମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ସମ୍ବର୍ଦ୍ଧନା…
Read More...
Read More...
କମିଶନରେଟ ପୋଲିସରେ ଅଦଳବଦଳ।
ଭୁବନେଶ୍ୱର,୧୭।୮(ଓଡ଼ିଆ ନ୍ୟୁଜ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ…
Read More...
Read More...
ଭିଏସ୍ଏସ୍ ନଗର ଗଡ଼େଶ୍ୱର ହାଟ୍ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ବର :ଭିିଏସ୍ଏସ୍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କୋଭିଡ୍ ନିୟମାନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଭିଏସ୍ଏସ୍ ନଗର ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ମୁଖ୍ୟଅତିଥି…
Read More...
Read More...
କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ପାଇଁ ଗିରଫ ଦାବି କଲା ଯୁବ କଂଗ୍ରେସ।
ଜଗତସିଂହପୁର,୧୬/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ଘଟଣା କୁ ନେଇ ସମ୍ବିତ ପାତ୍ରଙ୍କୁ ଦାୟୀ କରି ସମ୍ବିତ ପାତ୍ରଙ୍କ ଗିରଫ ଦାବି କରି ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ…
Read More...
Read More...
ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କ୍ଲବ ଜୟ ଯବାନ ଜୟ କିଶାନ ଧୂଆଁପାରୀ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୂଖ୍ୟ ଅତିଥି ଭାବେ ବର୍ତ୍ତୀ ଅଞ୍ଚଳର ସମାଜସେବୀ ରବିନ୍ଦ୍ରନାଥ ଦାଶ…
Read More...
Read More...