banner
Breaking

କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ପାଇଁ ଗିରଫ ଦାବି କଲା ଯୁବ କଂଗ୍ରେସ।

0

ଜଗତସିଂହପୁର,୧୬/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ଘଟଣା କୁ ନେଇ ସମ୍ବିତ ପାତ୍ରଙ୍କୁ ଦାୟୀ କରି ସମ୍ବିତ ପାତ୍ରଙ୍କ ଗିରଫ ଦାବି କରି ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ଵରେ ଯୁବ କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ଅଫିସ ଠାରୁ ଏକ ଶୋଭାଯାତ୍ରା ସହ ସହର ପରିକ୍ରମା କରି ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଙ୍କୁ ସମ୍ବିତ ପାତ୍ର ଙ୍କ ଗିରଫ କରିବାପାଇଁ ଦାବି କରିବା ସହ ଏକ ଏତଲା ଦେଇଥିଲେ । ଅନ୍ୟମାନଙ୍କ ଭିତରେ ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ବିପ୍ଲବ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ମହନୀ ଚରଣ ରାଉତ, ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୁ, ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପୃଷ୍ଟି,ଯୁବ ନେତା ସୂର୍ଯ୍ୟକାନ୍ତ ସାହୁ, ଲିପକ ସାହୁ, ପିସିସି ସଭ୍ୟ ଅଶ୍ବିନୀ କୁମାର ସ୍ବାଇଁ, ସୁନିଲ ମାଟିଆ, ସାଫି ଆଜମ୍, ସୌରୁପ କାନୁନଗୋ, ସାଇପ୍ରଭଞ୍ଜନ ମହାପାତ୍ର, ମନୋଜ ମହାପାତ୍ର, ଆଶିଷ ସ୍ବାଇଁ, ନବୀନ ନାୟକ, ଆଶିଷ ମଲ୍ଲିକ,ସରପଞ୍ଚ ସ୍ମୃତି ରଞ୍ଜନ ମଲ୍ଲ, ରଞ୍ଜିତ ମଲ୍ଲିକ, କେଦାର ଦଳାଇ, ଅବଦୁଲ ମସିଦ, ଜ୍ଯୋତି ରଞ୍ଜନ ମଲ୍ଲିକ, କୃଷ୍ଣ ଚନ୍ଦ୍ର ପ୍ରଧାନ, ସତ୍ୟଜିତ ରାଉତରାୟ, ସୌମ୍ୟ ପ୍ରିତମ୍, ରୁଦ୍ର ମହାନ୍ତି, ଦିପୁନା ପ୍ରଧାନ, ଅବିନାଶ ମଲ୍ଲିକ, ଗୌରାଙ୍ଗ ଦଳାଇ, କମଲ ଦଳାଇ, ସନ୍ତୋଷ ମହାରାଣା, ରଶ୍ମିରଞ୍ଜନ ତ୍ରିପାଠୀ, ସୌମ୍ୟ ସଞ୍ଜିବ ଦାସ ସତ୍ଯ ପ୍ରକାଶ ମଲ୍ଲିକ, ସତ୍ୟଜିତ ମଲ୍ଲିକ, ସେଖ୍ ହେଦୁ, ସୁନିଲ ଦାସ, ଶୁଭାଶିଷ ଦାସ, ରାଜେଶ ସାହୁ, ସୋରାଜ ସ୍ବାଇଁ, ସନ୍ଦିପ କୁମାର ସ୍ବାଇଁ, ଅମୀୟ ଦାସ ଙ୍କ ସହିତ ୧୦୦ ରୁ ଉର୍ଦ୍ଧ୍ବ ଯୁବକ ଯୋଗଦାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.