banner
Breaking

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କ୍ଲବ ଜୟ ଯବାନ ଜୟ କିଶାନ ଧୂଆଁପାରୀ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୂଖ୍ୟ ଅତିଥି ଭାବେ ବର୍ତ୍ତୀ ଅଞ୍ଚଳର ସମାଜସେବୀ ରବିନ୍ଦ୍ରନାଥ ଦାଶ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଅଁରା ସରପଞ୍ଚ ବିଭୂତି ଭୂଷଣ ଦାଶ,ପୂର୍ବତନ ସେନା କର୍ମଚାରୀ ବସନ୍ତ କୁମାର ଦାଶ,ବିଜୁ ଯୁବ ବାହିନୀ ସଭାପତି ପ୍ରଭୂପ୍ରସାଦ ଦାଶ,ଜୟ ଯବାନ ଜୟ କିଷାନ କ୍ଲବର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧକ୍ଷ ଚିତ୍ତରଂଜନ ସାହୁ,ନଳିନୀ ସିଂ,ଅଜିତ ସିଂ,ପ୍ରଦିପ୍ତ ଜେନା,ସୌଭାଗ୍ୟ ତ୍ରିପାଠୀ,ସୌଭାଗ୍ୟ ଦାଶ,ରବିନ୍ଦ୍ର ରାଉତ,ପ୍ରଦିପ୍ତ ଦାଶ ,ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.