banner
Breaking

ବିଏମସିର ନୂଆ ଗାଇଡଲାଇନ।

0

ଭୁବନେଶ୍ୱର,୧୯ା୮(ଓଡ଼ିଆ ନ୍ୟୁଜ): କୋଭିଡ୍‌ କେୟାର ହୋମ୍‌ (ସିସିଏଚ୍‌) ବନ୍ଦୋବସ୍ତ କରିବା ପାଇଁ ବିଏମ୍‌ସି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସ୍‌ଓପି) ଜାରି କରିଛି। ଗାଇଡ୍‌ଲାଇନ୍ସକୁ ଅନୁପାଳନ କରି ସିସିଏଚ୍‌ କରିବାକୁ ବିଭିନ୍ନ ଆବାସିକ କଲ୍ୟାଣ ସଂଘ ଏବଂ ଆବାସିକ ସମାଜକୁ ବିଏମ୍‌ସି ପକ୍ଷରୁ ଆହ୍ବାନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ/ କଲୋନୀ, ବ୍ୟାଙ୍କ ଏବଂ ପିଏସ୍‌ୟୁଗୁଡ଼ିକର କଲୋନୀରେ ୨୦ ଶଯ୍ୟା ବିଶିଷ୍ଟ ସିସିଏଚ୍‌ କରିବାକୁ ନୟମାବଳୀ ଜାରି ହୋଇଛି। ଏଠାରେ କରୋନା ସନ୍ଦିଗ୍ଧ, ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ କରୋନା ଆକ୍ରାନ୍ତ ରହି ଚିକିତ୍ସିତ ହୋଇପାରିବେ ବୋଲି ଏସ୍‌ଓପିରେ ସୂଚିତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.