banner
Breaking

ବହୁ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର, (ବ୍ୟୁରୋ) ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ ଗ୍ରସ୍ତରେ ଆଜି…
Read More...

ଲେଡିଜ୍ ହଷ୍ଟଲେରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର:(ବ୍ୟୁରୋ) ମହିଳା ହଷ୍ଟେଲରୁ ଛାତ୍ରୀଙ୍କୁ ମର ଶରୀର ଉଦ୍ଧାର। ଛାତ୍ରୀଙ୍କ ନାମ ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ଘର ଯାଜପୁର ଜିଲ୍ଲା  ସୁକିନ୍ଦାରେ ବୋଲି ଜଣା ପାଡିଛି।  ମୃତ୍ୟୁର କାରଣ କିଛି  ଜଣା ପଡିନାହିଁ। କିନ୍ତୁ ଛାତ୍ରୀ ଜଣଙ୍କର ଶରୀର ଏକ ଓଢଣୀ ମାଧ୍ୟମରେ ଫ୍ୟାନରେ…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ବସରେ ଲାଗିଲା ନିଆ”

ଭୁବନେଶ୍ୱର , (ଓଡ଼ିଆ ନ୍ୟୁଜ): ବରମୁଣ୍ଡା ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି। ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ 0D33 U 1399 ଶ୍ରୀ ଚକାଡୋଳା ନାମକ ଏକ ବସରେ ଅଚାନକ୍ ନିଆଁ ଲାଗି ଯାଇଥିଲା। ଫଳରେ ବସଟି ହୁତୁହୁତୁ ହୋଇ ଜଳିଥିଲା। ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡିନଥିବା ବେଳେ…
Read More...

ଚାଷୀ ହେବେ ମାଲାମାଲ୍ , ପାଇଲଟ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୮(ଓଡ଼ିଆ ନ୍ୟୁଜ): କୃଷକଙ୍କ ପାଇଁ ଶୁଭ ଖବର।ପିଲାଙ୍କ ପାଠପଢ଼ା, ସ୍ବାସ୍ଥ୍ୟ, ଏବଂ ଚାଷୀଙ୍କ ଆୟ ବହୁଗୁଣ ବୃଦ୍ଧି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ…
Read More...

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପୁଣି ଚର୍ଚ୍ଚାରେ

ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନିଜ ବଦାନ୍ୟତା ପାଇଁ ପୁଣି ଚର୍ଚ୍ଚାରେ । ପଟିଆ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟ ର +୨ ର ଛାତ୍ରୀ ସସ୍ମିତା ଜେନା ଯୁକ୍ତ ଦୁଇ ପରୀକ୍ଷାରେ ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ…
Read More...

କୃଷି ଶିଳ୍ପ ନିଗମର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଦେବାଶିଷ ମହାନ୍ତି

ଭୁବନେଶ୍ବର,୨୬/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ସଙ୍ଗଠନ ସୁଦୃଢ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ।…
Read More...

ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର ,୨୪/୮(ଓଡ଼ିଆ ନ୍ୟୁଜ) ନିଶିଗନ୍ଧା ସାହିତ୍ୟ ସଂସଦ ପ୍ରଥମ ରାଜ୍ୟ ସ୍ତରୀୟ କବିତା ଓ ପ୍ରତିଭା ସମ୍ବର୍ନ୍ଧନା ମହୋବ ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ସମୀର ଦାସ ଯୋଗଦେଇ ସମାଜରେ ଘଟୁଥିବା ଘଟଣା ବଳିକୁ…
Read More...

ରକ୍ଷକ ସାଜିଲା ଭକ୍ଷକ

କଟକ,(ବ୍ୟୁରୋ) ନିଜ ଥାନାରେ ବନ୍ଧା ହେଲେ ପୋଲିସ କର୍ମଚାରୀ ପୋଲିସ କର୍ମଚାରୀ ସାଜିଲେ ଲୁଟେରା। କଟକ ଜିଲ୍ଲା ଟାଙ୍ଗି ଥାନାର ତିନି ପୋଲିସ କର୍ମଚାରୀ ଟାଙ୍ଗି ଅଞ୍ଚଳରୁ ଜଣେ ବ୍ଯବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାସ କଲା ପୋଲିସ। ଏହି ଘଟଣାରେ ଦୁଇ ହୋମଗାର୍ଡ ବ୍ରଜ କିଶୋର…
Read More...

ଉପର ବାଲାର ଆଖି ପଡିଲେ ସବୁକିଛି ବଦଳି ଯାଏ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ମିଳିଲା ବଲିଉଡ଼ରେ ସୁଯୋଗ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା…
Read More...

ସାଇକୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ଓ ମେଳଣ ଯାତ୍ରା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପର ନୀଳାଦ୍ରି ବିହାର ହିଲ୍ ଟପ୍ ଠାରେ ଥିବା ସାଇ କୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହରେ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବୁଧବାର ଠାରୁ ପ୍ରଭୁଙ୍କ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ଶୁକ୍ରବାର କଳସ ଯାତ୍ରା,…
Read More...