ସୋସିଆଲ ମିଡିଆ ଅପବ୍ୟବହାର କାରୀ ସାବଧାନ। ଆସିପାରେ ବଡ ନିୟମ। ମାନ୍ୟବର ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ତଲବ
ନୂଆଦିଲ୍ଲୀ,୧୩/୯ (ଓଡ଼ିଆ ନ୍ୟୁଜ) : ଦିନକୁ ଦିନ ସୋସିଆଲ ମିଡିଆ ଖରାପ ହୋଇ ହୋଇ ଯାଉଛି। ଅପରାଧୀ ମାନେ ବେନାମି ଆଇଡି ଖୋଲି ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ସୋସିଆଲ ମିଡିଆକୁ ଆଧାର ସହ ଲିଙ୍କ କରାଇବା ନେଇ ସୁପ୍ରିମକୋର୍ଟରେ ଯାଚିକା ଆବେଦନ…
Read More...
Read More...