banner
Breaking

୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ୍ୟୁ ଜଣେ ଆହତ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସି°ବୋର୍ଡ କଲୋନିରେ ଛାତ ଉପରେ କାମକରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସ°ସ୍ପର୍ଶ ରେ ଆସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର…
Read More...

ବିଦ୍ୟାଞ୍ଜଳିର ଲିଟିଲ ଆଇଡଲ୍ ସିଜିନ-୧ । ଓଡିଶାରେ ଶିଶୁ ଓ ଯୁବ ପ୍ରତିଭାଙ୍କୁ ଖୋଜି ସମ୍ମାନିତ କରାଯିବ।

ଭୁବନେଶ୍ୱର,୧୬/୭(ଓଡ଼ିଆ ନ୍ୟୁଜ) ଓଡିଶାରେ ଶିଶୁ ଓ ଯୁବ ପ୍ରତିଭାଙ୍କୁ ଖୋଜି ଗୋଟିଏ ମଞ୍ଚରେ ଏକାଠି କରିବାର ଅଭିନବ ପ୍ରୟାସ କରିଛି ବିଦ୍ୟାଞ୍ଜଳି। ନାଚ,ଗୀତ ଓ କଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିଶୁ ଓ ଯୁବ କଳାକାରଙ୍କୁ ଲିଟିଲ ଆଇଡଲ ସିଜିନ-୧ ମାଧ୍ୟମରେ ସୁଯୋଗ ଦେବ । ଓଡ଼ିଶାର…
Read More...

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟର ସର୍ବବୃହତ୍ ଓ ସର୍ବ ପୁରାତନ ଆଇନଜୀବୀ ମାନଙ୍କର ସଂଗଠନ ମାନବ ଅଧିକାରର ସୁରକ୍ଷା ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ନିକଟରେ ସଂଗଠନ ପହଞ୍ଚି ପାରିବ ବୋଲି ରାଜ୍ୟ ମାନବିକ ଅଧିକାର…
Read More...

ସ୍ବଚ୍ଛ ଭାରତ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନ ଇତିହାସ ସୃଷ୍ଟି କରିବ

ଭୁବନେଶ୍ୱର,୧୫ା୮(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ ଗତକାଲି ଠାରୁ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ନିଜେ ଡୁମୁଡ଼ୁମା ଅଞ୍ଚଳରେ ସଫେଇ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଅଞ୍ଚଳ…
Read More...

ଲୋକମାନେ ଗଣତନ୍ତ୍ରର କର୍ତ୍ତା। ଲୋକଙ୍କ ପାଇଁ କାମକର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବିଧାୟକମାନଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଛି । ଏହାର ଉଦଘାଟନ କରିଛନ୍ତି ମୁଖ୍ୟଢମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସରଳ ହୁଅ, ଲୋକଙ୍କୁ ଉଚିତ ବ୍ୟବହାର ଦେଖାଅ…
Read More...

ଅପରାଧୀଙ୍କ ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ

ଭୁବନେଶ୍ବର,୧୪/୯(ବ୍ୟୁରୋ) ଅପରାଧୀଙ୍କୁ ସାବାଡ କରିବା ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ। ଆଗକୁ ଦଶହରା ଥିବାରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ। ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଝାରସୁଗୁଡ଼ାର ବ୍ରଜରାଜନଗରରେ ଦୁର୍ଦ୍ଦାନ୍ତ ଅପରାଧୀ…
Read More...

ପୁରୀର ବିକାଶ ପାଇଁ ଦାୟିତ୍ବ ନେଲେ ପାଞ୍ଚ ଆଇଏଏସ୍

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ):ପୁରୀର ବିକାଶ ପାଇଁ ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରାଯାଉଛି । ଏହିସୁବ କାର୍ଯ୍ୟକ୍ରମକୁ ତ୍ୱାରାନିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ଆଇଏଏସ ଅଫିସର ନିଯୁକ୍ତି ପାଇଛନ୍ତି । ୫ଜଣ ଶିକ୍ଷାନବୀଶ ଆଇଏଏସ ନିଯୁକ୍ତି କରିଛନ୍ତି ରାଜ୍ୟ…
Read More...

ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଦୁଇ ଦିନିଆ ଗସ୍ତରେ ତଥା ଆସନ୍ତା ୨୭ ଓ ୨୮ ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୮ତାରିଖ ଦିନ ସକାଳ ୬ଟା ୧୦ରେ ଗୋପାଳପୁର ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ…
Read More...

ରାଜ୍ୟ ପୋଲିସର ସମୀକ୍ଷା ବୈଠକ ଭଲକଲେ ପୁରସ୍କାର ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ) ମୋ ସରକାର କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୨ରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏନେଇ ସମୀକ୍ଷା କରିଛନ୍ତି ଡିଆଇଜି। ଆଜି କଟକ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସି ମାଧ୍ୟମରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ବିଜୟ ଶର୍ମା ଯୋଗଦେଇ…
Read More...

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ। ଅନ୍ୟାୟକୁ ପ୍ରସୟ ନାହିଁ

ଭୁବନେଶ୍ୱର,(ବ୍ୟୁରୋ) ଗତ ମାସ ୧୭ ତାରିଖରେ ୧୫ ଜଣ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଥିଲେ । ୩୧ ତାରିଖରେ ବିଦା ହେଲେ ୬ ଜଣ । ତାଲିକାରେ ଏବେ ଯୋଡି ହୋଇଛନ୍ତି ଆଉ ୧୬ ଜଣ । ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟର, ୨ ଆରଆଇ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଅଫିସର ଏବଂ…
Read More...