ଓଡିଶା ବିଧାନସଭା ହେବ ନବକଳେବର। କମ୍ପୁଟର ଓ ଲାପଟପରେ ଚାଲିବ ପ୍ରଶ୍ନ ଉତ୍ତର। ବିଧାୟକ ପଢିବେ ପାଠ।
ଭୁବନେଶ୍ୱର, ୯ା୧୦(ଓଡ଼ିଆ ନ୍ୟୁଜ): ଡିଜିଟାଲ ହେବ ବିଧାନସଭା। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବ୍ୟବହାର ହେବନାହିଁ କାଗଜପତ୍ର ସବୁ ହେବ କମ୍ପୁଟର ଓ ଲାପଟପରେ ସେଥିପାଇଁ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ। ବିଧାନସଭା କାର୍ଯ୍ୟକାଳ ସମୟରେ ସମସ୍ତେ କମ୍ପୁଟର ବା ଲାପଟପରେ ପ୍ରଶ୍ନ ଉତ୍ତର…
Read More...
Read More...