ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତହେଲା, ରେକର୍ଡ ଭାଙ୍ଗିଲେ ରୀତା।
ଭୁବନେଶ୍ୱର(ଓଡିଆ ନ୍ୟୁଜ)୨୫।୧୦:ଓଡ଼ିଆ ନ୍ୟୁଜର ପୂର୍ବାନୁମାନ ସତ ହୋଇଛି। ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି ରୀତା ସାହୁ। ବିଜେପୁର ଉପନିର୍ବାଚନର ଭୋଟଗଣତି ଗୁରୁବାର ସରିବା ପରେ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହେବା ସହିତ ଦଳ ପାଇଁ ହାଟ୍ରିକ ବିଜୟ…
Read More...
Read More...