banner
Breaking

ହାରିବ କରୋନା ଜିତିବ ଓଡିଶା। ଆଉ ଦୁଇ ସୁସ୍ଥ।

ଭୁବନେଶ୍ବର : ହାରିବ କରୋନା ଜିତିବ ଓଡିଶା। ଏ ନାରା ଧିରେ ଧିରେ ସତ୍ୟତା ଆଡକୁ ଅଗ୍ରସର ହେଉଛି। କାରଣ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ୨୧ ଜଣ ସୁସ୍ଥ ହେଲେଣି ଅନ୍ୟ ମାନଙ୍କ ଅବସ୍ଥା ପ୍ରାୟ ଭଲ ଅଛି। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଆଉ…
Read More...

ଆସନ୍ତା କାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ।

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା କାଲି (ଏପ୍ରିଲ ୧୭) ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାଦ…
Read More...

ଶୁଣା କଥାକୁ ବିଶ୍ୱାସ ନକରି ସଚେତନ ରୁହନ୍ତୁ-ବାଗଚୀ

ଭୁବନେଶ୍ବର ,୧୫/୪ (ଓଡ଼ିଆ ନ୍ୟୁଜ) : ବୁଧବାର  ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। କରୋନାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବିଶେଷକରି ୧୨ଟି କୋଭିଡ…
Read More...

କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ।

ଭୁବନେଶ୍ବର (ବ୍ୟୁରୋ) : କରୋନା ପ୍ରଭାବ ଶେଷ ପରେ ଭାରତ ବିଶ୍ବର ଅନ୍ୟତମ ମହାଶକ୍ତି ଭାବରେ ଉଭା ହେବ । ଏପରିକି ରୁଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଦେଶର ଜିଡ଼ିପି ଠାରୁ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ । ଭାରତ ଓ ଚୀନ ମଧ୍ୟରେ ତୀବ୍ର ଆର୍ଥନୀତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ବାଜି…
Read More...

ସରପଞ୍ଚଙ୍କ ଆହ୍ବାନ ଜିତିବ ଓଡିଶା ହାରିବ କରୋନା।କକଲାରାହାଙ୍ଗ ଗାଁରେ କରୋନା ସଚେତନତା ଏବଂ ଲୋକଙ୍କ ସ୍ବାସ୍ଥ୍ୟ…

ଭୁବନେଶ୍ୱର,୧୫/୪(ଓଡ଼ିଆ ନ୍ୟୁଜ):ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗ ଗ୍ରାମରେ କରୋନା ସଚେତନତା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ସରପଞ୍ଚ ପଙ୍କଜିନୀ ଦଳପତି ଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷକ ଦଳ ଘର ଘର ବୁଲି ଲୋକଙ୍କୁ…
Read More...

ଅପ୍ରେଲ ୨୦ ଠାରୁ କଣ ଖୋଲିବ କଣ ବନ୍ଦ ରହିବ ଜାଣନ୍ତୁ।

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):କରୋନା ବା କୋଭିଡ୧୯ କାୟା ବିସ୍ତାର କରିବାରେ ଲାଗିଛି।ଏହାର ମୁକାବିଲା କରିବା ପାଇଁ ଲକଡାଉନ୍ ଓ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ସାଜିଛି। ତେଣୁ ମେ ୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।ଏହି ଦ୍ୱିତୀୟ ପର୍ଯ୍ୟାୟ…
Read More...

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ପଦକ୍ଷେପ।

ଭୁବନେଶ୍ୱର, ୧୫।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ କେବଳ ଭୁବନେଶ୍ୱରରେ ୪୬ଜଣ ଅଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ମହାନଗର…
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଦେବାସହ ବନଫୁଲ ବସ୍ତିରେ ଶୁଖିଲା ଖାଦ୍ୟ ବାଣ୍ଟିଲା ପଟିଆ ଶୀରିଡ଼ ସାଇ…

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପଟିଆ ସ୍ଥିତ ଶୀରିଡ଼ ସାଇ ଟ୍ରଷ୍ଟ ଅନ୍ୟତମ। ଏହି ଅନୁଷ୍ଠାନ ସବୁବେଳେ ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରିଆସୁଛି।କରୋନା ସାରା ପୃଥିବୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ବାଦପଡିନି ଓଡିଶା।…
Read More...

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି।

ଦିଲ୍ଲୀ,୧୫ ।୪(ଓଡ଼ିଆ ନ୍ୟୁଜ):  କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।  ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପୂର୍ବାହ୍ନରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ,ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ବେଶ୍‌ ମଜଭୁତ ରହିବ। କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବାରେ…
Read More...