banner
Breaking

ଯାଜପୁରରୁ ପୁଣି ୫ ଆକ୍ରାନ୍ତ ଚିହ୍ନଟ। ୯୯ ଛୁଇଁଲା ସ°ଖ୍ୟା

ଭୁବନେଶ୍ୱର,୨୫/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଯାଜପୁର ଡ଼ିଆଇପିଆରଓ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତ ୫ ଜଣ ସମସ୍ତେ ହେଉଛନ୍ତି ପୁରୁଷ | ଏମାନଙ୍କ ମଧ୍ୟରୁ ୪ଜଣ…
Read More...

ଏବର୍ଷ ୩୦ ଭାଗ କମପାଠ ପଢିବେ ଛାତ୍ରଛାତ୍ରୀ।

ଭୁବନେଶ୍ୱର :୨୫ ।୪(ଓଡ଼ିଆ ନ୍ୟୁଜ): ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ ।୩୦ ପ୍ରତିଶତ କମ ପଢ଼ିବେ ଦଶମ ପିଲା । ଦଶମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ବଦଳାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ନୂଆ ସିଲାବସ ଅନୁଯାୟୀ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପାଠ କମାଯିବ ।…
Read More...

ଆଇପିଏସ ପରେ ନକଲି ଆଇଆଇସି ଗିରଫ। ଯୁବତୀଙ୍କୁ ପ୍ରେମ ନିବେଦନ କାଳହେଲା।

ଭୁବନେଶ୍ୱର,୨୫/୪ (ଓଡ଼ିଆ ନ୍ୟୁଜ): ରାଜଧାନୀରେ ଏବେ ନକଲି ପୁଲିସର ମାତ୍ରା ବଢିବାରେ ଲାଗିଛି । ଜଣେ ନକଲି ଲେଡି ଆଇପିଏସ ଅଫିସର ଧରାପଡିବାର ମାତ୍ର କେଇଘଣ୍ଟା ବିତିନି, ଏବେ ଜଣେ ପୁଲିସ ଇନସ୍ପେକ୍ଟର ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚିନ୍ତାର ବିଷୟ…
Read More...

ବୈଜ୍ଞାନିକ ପ୍ରଗତି ଓ ଅର୍ଥନୈତିକ ବିକାଶ ସ୍ଵତେ ମଣିଷ ଆଜି ବିପର୍ଯ୍ୟସ୍ତ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୪(ଓଡ଼ିଆ ନ୍ୟୁଜ): ଶନିବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସଚେତନତା କମିଟିର ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ଯେତେବେଳେ ମଣିଷ ଜାତି କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହୁଏ। ସେତେବେଳେ ସମାଜର ଦୁର୍ବଳ, ଭେଦ୍ୟ,କ୍ଷତି ସାପେକ୍ଷ, ଅସହାୟ ଓ ଅସୁରକ୍ଷିତ…
Read More...

ଦୋକାନ ଖୋଲିବ । କେଉଁ ଦୋକାନ ଜାଣନ୍ତୁ।

ଭୁବନେଶ୍ୱର,୨୫/୪(ଓଡ଼ିଆ ନ୍ୟୁଜ) ସାରା ଦେଶର ଲକଡାଉନ୍ ଥିବାରୁ ଅତିଆଵଶ୍ୟକୀୟ ଦୋକାନ ଖୋଲା ରହିଥିଲା। ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା।ଲକଡାଉନ୍ ମାସେ ପରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ,କଥା କଟାକଟି ଜନିତ ମତାନ୍ତରର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ…
Read More...

କଲ୍ୟାଣପୁର ପଞ୍ଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତ ସ°ଗୃହୀତ ।

ଭୁବନେଶ୍ୱର,୨୪ା୪(ଓଡ଼ିଆ ନ୍ୟୁଜ) : କରୋନା ଆତଙ୍କରେ ସମଗ୍ର ଦେଶ ଲକଡାଉନ୍ । ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ଯାହା ଫଳରେ ପ୍ରତି ହସ୍ପିଟାଲରେ ବର୍ତ୍ତମାନ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ସମସ୍ତ…
Read More...

ଓଡିଶାକୁ ଫେରିବାକୁ ଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।

ଭୁବନେଶ୍ୱର,୨୪।୪(ଓଡ଼ିଆ ନ୍ୟୁଜ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ରେ ସରିବ। ଲକ୍‌ଡାଉନ୍‌ ହଟିବା ପରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ। ଏନେଇ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି କରାଯାଇଛି। ଓଡ଼ିଶା ଫେରିଲେ ସେମାନଙ୍କ…
Read More...

ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜିକରଣ ଆରମ୍ଭ।କିପରି କରିବେ ଜାଣନ୍ତୁ।

ଭୁବନେଶ୍ୱର,୨୪/୪(ଓଡ଼ିଆ ନ୍ୟୁଜ): ଓଡିଶା ସରକାରଙ୍କ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ମାନଙ୍କୁ ଫେରାର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର। ଆଜିଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ। ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଊନ ହୋଇ ରହିଛି ।…
Read More...

ଭଦ୍ରକରୁ ଆଉ ଚାରିଜଣ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୯୪

ଭୁବନେଶ୍ଵର,୨୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକ ଜିଲାର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିଲାବେବେଳ ରାଜ୍ୟରେ ରୋଗୀ ସଂଖ୍ୟା…
Read More...