banner
Breaking

ଭଦ୍ରକରୁ ଆଉ ଚାରିଜଣ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୯୪

0

ଭୁବନେଶ୍ଵର,୨୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକ ଜିଲାର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିଲାବେବେଳ ରାଜ୍ୟରେ ରୋଗୀ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି।

ସମସ୍ତ ୪ ଜଣ କରୋନା ରୋଗୀ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି। ନୂତନ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ତିହିଡ଼ି ବ୍ଲକର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୨ ଜଣ ଧାମନଗର ବ୍ଲକର ଅଧିବାସୀ।

Khansweb Solution Bhubaneswar

Leave A Reply

Your email address will not be published.