banner
Breaking

ଏବର୍ଷ ୩୦ ଭାଗ କମପାଠ ପଢିବେ ଛାତ୍ରଛାତ୍ରୀ।

0

ଭୁବନେଶ୍ୱର :୨୫ ।୪(ଓଡ଼ିଆ ନ୍ୟୁଜ): ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ ।୩୦ ପ୍ରତିଶତ କମ ପଢ଼ିବେ ଦଶମ ପିଲା । ଦଶମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ବଦଳାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ନୂଆ ସିଲାବସ ଅନୁଯାୟୀ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପାଠ କମାଯିବ । କରୋନା ଯେଗୁଁ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଉଭୟ ବାଧିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କେଉଁ ବିଷୟରୁ କଣ କଟାଯିବ, କଣ ରହିବ ସେନେଇ ଆଲୋଚନା ଚାଲିଛି ।ପ୍ରତ୍ୟେକ ବିଷୟ ପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇଛି । କମିଟି ରିପୋର୍ଟ ପାଇବା ପରେ ନୂଆ ସିଲାବସର ଚୁଡାନ୍ତ ରୂପରେଖ ପ୍ରକାଶ ପାଇବ ।

Khansweb Solution Bhubaneswar

Leave A Reply

Your email address will not be published.