banner
Breaking

ଆମେରିକାର ୪୫ ପ୍ରତିଶତ ଲୋକଙ୍କ ମାନସିକ ସ୍ଥିତିଭଲ ନାହିଁ

ଓ୍ବାଶିଂଟନ ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍‌ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି ନେଇ ଲୋକଙ୍କ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଭାରତରେ କରୋନା ଭୟ ଯୋଗୁ ୧୨ ପ୍ରତିଶତ ଲୋକଙ୍କ ଆଖିକୁ ନିଦ ନାହିଁ।…
Read More...

କେଉଁ କରୋନା ରୋଗୀ ଗୁରୁତର ହୁଅନ୍ତି ଜାଣନ୍ତୁ।

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମଣିଷ ଶରୀରର ରୋଗପ୍ରତିରୋଧକ କ୍ଷମତା ମୁଖ୍ୟତଃ ନ୍ୟୁଟ୍ରୋଫିଲ୍‌ ଏବଂ…
Read More...

କରୋନା ପାଇଁ ଆଉଏକ ଔଷଧ।

ମେଲବୋର୍ନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହି ମହାମାରୀକୁ କିଭଳି ରୋକା ଯିବ ସେ ନେଇ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଆମେରିକା ନର୍ଥଶୟାର ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟି ପାରାସାଇଟ୍‌ ଔଷଧ…
Read More...

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ।

ଭୁବନେଶ୍ୱର,୨୮।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଜଣଙ୍କ ଭୁବନେଶ୍ୱରର। ନମୂନା ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ୩୮ଜଣ…
Read More...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ।

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ) କରୋନା ବୋଝକୁ ମୁଣ୍ଡେଇ ମୁଣ୍ଡେଇ ଥକି ପଡିଲେଣି ଶ୍ରମଜୀବୀ । ଦିନେ ନୁହେଁ କି ଦୁଇଦିନ ନୁହେଁ ମାସେ ଉପରେ ହେଲାଣି ତାଲାବନ୍ଦ । କେମିତି ଚଳିବ ତେଲଲୁଣ ସ°ସାର ।ପ୍ରତିଦିନ ଖଟିଲେ ଦନାଗଣ୍ଡେ ମିଳୁଥିଲା।ମାଲିକର ଘର ବନ୍ଦ, ମହାଜନର ଦୋକାନ ବନ୍ଦ, ସାହୁକାରର କାମ…
Read More...

ବୁଲା ଜନ୍ତୁଙ୍କ ଦେବଦୂତ ସାଜିଛନ୍ତି ବିଶ୍ବଜିତ ପଟ୍ଟନାୟକ(ସିଲୁ)

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): କରୋନା ପ୍ରଭାବରେ ସାରା ଭାରତ ଲକଡାଉନ୍। ଘରର ଚାରିକାନ୍ଥ ଭିତରେ ଲୋକମାନେ। ରାସ୍ତାଘାଟ ଶୂନଶାନ । ଅତ୍ୟାବଶ୍ୟକ ଦୋକାନ ଛାଡିଦେଲେ ଅନ୍ୟସବୁ ବନ୍ଦ। ଏହାରି ଭିତରେ ବୁଲାଜନ୍ତୁ ମାନଙ୍କର ଆହାର ପାଇଁ ଡହଳ ବିକଳ। ମଣିଷତ ନିଜେ ଅସହାୟ ଓ ଭୟଭୀତ ସେମାନଙ୍କ କଥା…
Read More...

ପୁଣି ୭ ପଜିଟିଭ୍ ବାହାରିଲେ।

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡ଼ ଓ ୩ଜଣ ଭଦ୍ରକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୧୮କୁ ବୃଦ୍ଧିପାଇଛି ।
Read More...

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ।

ଭୁବନେଶ୍ଵର,୨୭/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ…
Read More...

ମମ୍ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ।

ଭୁବନେଶ୍ୱର,୨୭/୪(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ କବଳରେ ସାରା ପୃଥିବୀ । ସମସ୍ତେ ହାହାକାର କରୁଛନ୍ତି। ଏହି ମାରାତ୍ମକ ଭୂତାଣୁକୁ ନଷ୍ଟ କରିବା ପାଇଁ ସମସ୍ତ ବୈଜ୍ଞାନିକ ମାନଙ୍କର ,ଜ୍ଞାନ କୌଶଳ ଫେଲ ମାରିଛି। ସମ୍ପୂର୍ଣ୍ଣ ମାନବଜାତି ଆଜି ନିଷହାୟ ହୋଇପଡିଛି। ଏହାକୁ ମୁକାବିଲା କରିବା…
Read More...

ବଢିପାରେ ଲକଡାଉନ୍ ଅବଧି।

ନୂଆଦିଲ୍ଲୀ,୨୭/୪(ବ୍ୟୁରୋ) : କରୋନା ସମସ୍ୟା ଏହାର ମୁକାବିଲା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରଛନ୍ତି। ଗତ ମାସରେ ଳକଡାଉନ ଘୋଷଣା ହେବା ପରଠାରୁ ଏହା ହେଉଛି…
Read More...