banner
Breaking

କୋଭିଡ ହସ୍ପିଟାଲରେ ବେଡ ସ°ଖ୍ୟା ବଢିବ। ୨୦୧୩ ଟବାକୋ ଆଇନ ଦୃଢ ହେବ-ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୫(ଓଡ଼ିଆ ନ୍ୟୁଜ): କୋଭିଡ଼ ହସ୍ପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ । ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ଼ ସଂଖ୍ୟାକୁ…
Read More...

ଭାରତରେ ୨୪ ଘଣ୍ଟାରେ ୧୩୪ ମୃତ୍ୟୁ ୩୭୨୨ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ୨୫୯୨୨ ଆକ୍ରାନ୍ତ।

ନୂଆଦିଲ୍ଲୀ, ୧୪/୫(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗୁରୁବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ…
Read More...

ରାଜ୍ୟରେ ପୁଣି ୭୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୧୧ କୁ ବୃଦ୍ଧି।

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୪୨ ,ଯାଜପୁର-୧୭,ଭଦ୍ରକ-୯,ଖୋର୍ଦ୍ଧା-୩ ସୁନ୍ଦରଗଡରୁ ଦୁଇଜଣ ବୋଲି ଜଣା ପଡିଛି। ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।

ଭୁବନେଶ୍ୱର,୧୩/୫(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି। ଏହାରି ଭିତରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା…
Read More...

ଖୁବଶୀଘ୍ର ମିଳିବ ଟୀକା ସମ୍ବନ୍ଧୀୟ ଖୁସି ଖବର।

ନୂଆଦିଲ୍ଲୀ: କରୋନାକୁ ରୋକିବା ପାଇଁ ପୃଥିବୀର ସମସ୍ତ ଦେଶ ନିଜର ବୈଜ୍ଞାନିକ ଓ ଡାକ୍ତରି ଦଳ ଏବଂ ଯାନ୍ତ୍ରିକ ଜ୍ଞନକୌଶଳ ଲଗାଇ ଦିନରାତି ଏକ କରି ଲାଗିପଡିଛନ୍ତି। କୋଭିଡ୍-୧୯ ଭୂତାଣୁ ଚିକିତ୍ସା ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଦେଶର ପ୍ରମୁଖ ୧୦ଟି  ସରକାରୀ ଏବଂ ଘରୋଇ ହସ୍ପିଟାଲରେ…
Read More...

ରାଜ୍ୟରେ ପୁଣି ୧୦୧ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୫୩୮ କୁ ବୃଦ୍ଧି। ଗଞ୍ଜାମରୁ ସର୍ବାଧିକ ୫୨

ଭୁବନେଶ୍ୱର, ୧୩।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୫୨ ,ବାଲେଶ୍ବର-୩୩,ଯାଜପୁର-୭,ସୁନ୍ଦରଗଡ-୭ ଓ କେନ୍ଦୁଝରରୁ ଦୁଇଜଣ ବୋଲି ଜଣା ପଡିଛି। ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ…
Read More...

କରୋନା ମୁକାବିଲା ପାଇଁ ୧୫ ଓଏଏସଙ୍କୁ ଦାୟିତ୍ୱ।

ଭୁବନେଶ୍ବର,୧୨/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଜିଲା ପାଇଁ ୧୫ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି ଅଧିକାରୀମାନେ ୫ଟି ଜିଲାରେ କରୋନା ସଂକ୍ରାନ୍ତ ସମସ୍ତ ଦାୟିତ୍ବ ଅନୁଧ୍ୟାନ କରିବେ ।ଏହି ଅଫିସରମାନେ କଟକ ଓ…
Read More...

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ କରୋନା ପରୀକ୍ଷା କରିବ ବିଏମସି।

ଭୁବନେଶ୍ୱର, ୧୨/୫(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଉ ପାଦେ ଆଗେଇଛି। ଚଳିତ ମାସ ଏବଂ ଜୁନ୍‌ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରର ସମସ୍ତ ୬୭ ଓ୍ବାର୍ଡରେ ପର୍ଯ୍ୟାୟକ୍ରମେ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା…
Read More...

୪ର୍ଥ ପର୍ଯ୍ୟାୟ ଲକଡାଉନ୍ ଗଡ଼ିବ ନୂତନ ଭାରତ, ହାରିବା ଶିଖିନି ଭାରତ,ଆମକୁ ସ୍ବାବଲମ୍ବୀ ହେବାକୁ ପଡିବ-ମୋଦି

ନୂଆଦିଲ୍ଲୀ,୧୨/୫(ଓଡ଼ିଆ ନ୍ୟୁଜ) : ଆଜି ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି । ଏହି ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ସୂଚେଇ ଦେଇଛନ୍ତି, ତୃତୀୟ ପର୍ଯ୍ୟାୟ ଲକ ଡାଉନ ପରେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ହେବ । ତୃତୀୟ ପର୍ଯ୍ୟାୟ ଲକ ଡାଉନ…
Read More...

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବାକୁ କେନ୍ଦ୍ରର ଚିଠି।

ଭୁବନେଶ୍ୱର,୧୨ା୫(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୪୫ ରୁ ଊର୍ଦ୍ଧ୍ୱ ଦିନ ଧରି ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ…
Read More...