banner
Breaking
Yearly Archives

2023

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅନାଥ, ଦିବ୍ୟାଙ୍ଗ ଓ କୁଷ୍ଠ ଆଶ୍ରମରେ ସହାୟତା ପ୍ରଦାନ

ଭୁବନେଶ୍ୱର : ଭଗବାନଙ୍କ ସୃଷ୍ଟି ପରେ ଅନାଥ, ଦିବ୍ୟାଙ୍ଗ, ମାନସିକ ଅନଗ୍ରସରତାକୁ ସାଥୀକରି ଏକ ଅଜଣା ଆଶଙ୍କାରେ ଜୀବନ ଅତିବାହିତ କରୁଥିବା ଓ ପରିବାରକୁ ଛାଡି ବିଭିନ୍ନ ଆଶ୍ରମରେ କାଳାତିପାତ କରୁଥିବା ଅସହାୟମାନଙ୍କୁ ସହାୟତାର ହାତ ବଢେଇଛି ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ…
Read More...

ଶନି ଚଳନରେ ବିଭିନ୍ନ ରାଶି ଉପରେ ପ୍ରଭାବ

ନ୍ୟାୟର ଦେବତା ଶନି ଦେବତା ୩୦ ବର୍ଷ ପରେ ନିଜ ରାଶି ମକରରୁ କୁମ୍ଭ ରାଶିକୁ ୧୭ ଜାନୁଆରୀ ରାତ୍ରି ୮ଟା ୩ ମିନିଟ୍‌‌ରେ ପ୍ରବେଶ କରିବେ। ଶନିଙ୍କୁ କର୍ମର ଦେବତା ବୋଲି କୁହାଯାଏ। ତେଣୁ କର୍ମ ଅନୁଯାୟୀ ହିଁ ସମସ୍ତ ରାଶିକୁ ଏହାର ଫଳ ମିଳିଥାଏ। ଜାଣନ୍ତୁ .. ଶନି ଚଳନ ଦ୍ୱାରା କେଉଁ ରାଶିକୁ କିଫଳ…
Read More...

ରାଜଧାନୀରେ ଗଣ ବଳାତ୍କାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଣ ବଳାତ୍କାର। ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଓ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ବେଳେ ଅପରାଧୀ ମାନେ ଭିଆଇଛନ୍ତି ଅପରାଧ। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ…
Read More...

କ°ଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର : ଅସନ୍ତୋଷ ବଖାଣି କଂଗ୍ରେସ ପଦରୁ ୩ ମାସ ତଳେ ଇସ୍ତଫା ଦେଇଥିଲେ ସତ୍ୟପ୍ରକାଶ ନାୟକ । ଆଜି ମଙ୍ଗଳବାର ହାତ ଛାଡ଼ିଛନ୍ତି ସତ୍ୟପ୍ରକାଶ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ ସତ୍ୟପ୍ରକାଶ ଦଳର…
Read More...

ଡ୍ରାଇଭି° ଲାଇସେନ୍ସ ପାଇଁ ଡାକ୍ରରୀ ସାର୍ଟିଫିକେଟ ଜରୁରୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସ ଆବେଦନକାରୀଙ୍କ ପାଇଁ ଏହି ନିମୟ ଲାଗୁ ହେବ। ତେବେ ନୂତନ ଲର୍ନର୍ସ ଲାଇସେନ୍ସ (ଏଲ୍‌ଏଲ୍‌ଆର) କିମ୍ବା ଡ୍ରାଇଭିଂ ଲାଇସେନ୍ସ…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା ଏକ ବଡ ପଦକ୍ଷେପ ନେଇଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ଉଚିତ କି ନାହିଁ ପ୍ରଶ୍ନ ଉପରେ…
Read More...

ଅମୃତସରରୁ ଲଣ୍ଡନ ଉଡିବ ବିମାନ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପକ୍ଷରୁ ଅମୃତସରରୁ ଲଣ୍ଡନ ଓ ବର୍ମିହାମ ପାଇଁ ଅତିରିକ୍ତ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଯାତ୍ରୀଙ୍କୁ ଲଣ୍ଡନ ଯିବା ପାଇଁ ପ୍ରଥମେ ଦିଲ୍ଲୀ ଯିବାକୁ ପଡୁଥିଲା । ଏହାପରେ ସେଠାରୁ ଲଣ୍ଡନ ପାଇଁ ବିମାନ ଧରିବାକୁ ପଡୁଥିଲା । ଏବେ ଏୟାର…
Read More...

ଭୁବନେଶ୍ବର ଲାଇଭ ଉଦଘାଟିତ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ଦ୍ୱିତୀୟଥର ପାଇଁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନର ସୁଯୋଗ ପାଇଛି। ଏହା ଆମକୁ ଅଧିକ ଗୌରବାନ୍ବିତ କରିଛି। ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଓଡ଼ିଶାରେ ବିଶ୍ୱକପ୍‌ର ଉପସ୍ଥିତିକୁ ସମସ୍ତେ ଅନୁଭବ କରିବା ସହ ଏକ ମନ ନେଇ ଆୟୋଜିତ ଉତ୍ସବର ମଜା ନେବାକୁ…
Read More...

ଦିନିକିଆ କ୍ରିକେଟରେ ଭାରତର ରେକର୍ଡ

ଥିରୁଭାନନ୍ତପୁରମ୍‌,୧୫।୧: ଥିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିବାର ରେକର୍ଡ…
Read More...

ପାଲା ବଞ୍ଚିଲେ ହିଁ ଭାଷା ବଞ୍ଚିବ – ପ୍ରଦ୍ୟୁମ୍ନ ଶତପଥୀ

ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ୪୫ ତମ ବାର୍ଷିକୋତ୍ସବ ପଦ୍ମଶ୍ରୀ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ଜଗତସିଂହପୁର ପରିସରରେ ବାବା ବଳିଆଙ୍କ ଦ୍ଵାରା ଗତକାଲି ସନ୍ଧ୍ୟାରେ ଶୁଭ ଉଦଘାଟିତ ହୋଇଥିଲା । ସଭାପତି ଶ୍ରୀଯୁକ୍ତ ମଦନମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...